OSDMA Odisha
1,637 posts
Odisha State Disaster Management Authority: A Govt of Odisha Institution
- କୋରୋନା ମହାମାରୀର ମୁକାବିଲାରେ ଯୋଗ ଦେବା ପାଇଁ ସ୍ୱେଚ୍ଛାସେବୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ I ଯେଉଁମାନେ ଜନସାଧାରଣଙ୍କ ସେବାରେ ନିଜକୁ #COVID ‘ଯୋଦ୍ଧା’ ଭାବରେ ନିୟୋଜିତ କରିବାକୁ ଚାହୁଁଛନ୍ତି ସେମାନେ covidsangramee.odisha.gov.in ରେ ନିଜକୁ ପଞ୍ଜୀକରଣ କରିପାରିବେ I @CMO_Odisha @SecyChief @SRC_Odisha
- ମୌସୁମୀ ବର୍ଷା ସମୟରେ ସାପ କାମୁଡା ବିପଦକୁ ଭୁଲିଯିବା ନାହିଁ | ସର୍ବଦା ସତର୍କ ରହିବା । #SnakeBiteAwareness #OdishaCare
00:00 - କରୋନା ମହାମାରୀ #COVID19 ମୁକାବିଲାରେ ସ୍ଵେଚ୍ଛାସେବୀଙ୍କ ପଞ୍ଜୀକରଣ କରିବା ପାଇଁ ଏକ ୱେବ୍ ସାଇଟ୍ covidsangramee.odisha.gov.in କୁ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର୍ ଆଜି 1 PM ସମୟରେ ଉନ୍ମୋଚନ କରିଛନ୍ତି । @CMO_Odisha @SecyChief @SRC_Odisha @UNICEFIndia
- During electrical restoration work in the aftermath of cyclone use of generators for private purposes from 6am to 6pm is prohibited as the back current from the generator may may endanger the life of electrical workers engaged in restoration work -SRC
- All Govt officials (Group D to A) will be trained on #DisasterManagement as per the Council of Ministers' Resolution. In the presence of Hon’ble Minister, R&DM & Hon’ble Minister HE Dept an MoU was signed b/w OSDMA, #OSOU, and Higher Education on 26/6/23 to develop the
- It has come to our notice that some people are coming to cyclone shelters with cooking gas cylinders. This may be a safety risks. Pl don’t allow gas cylinders into the shelters. If anyone has brought it, remove them same to other buildings where no people stay. This is urgent.





















