user avatar
ChiefSecyOdisha
@SecyChief
The Chief Secretary is the head of Civil Service in the State Government. Smt. Anu Garg, IAS is the current Chief Secretary of Odisha.
Bhubaneshwar, India
Joined November 2019
Posts
  • ChiefSecyOdisha reposted
    user avatar
    OPTCL is building the backbone of a #ViksitOdisha with 201 Grid Substations, 17,095 CKT-KM transmission network and 28,511 MVA capacity. FY 2025-26 saw the addition of 3 new EHT Grid Substations, 1,156 MVA capacity and 345 CKT-KM transmission lines—ensuring reliable power,
    00:00
  • ChiefSecyOdisha reposted
    user avatar
    ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହର ଅଧୀନରେ ଆବର୍ତ୍ତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (EWS) ହିତାଧିକାରୀଙ୍କ ନିମନ୍ତେ ଷ୍ଟାମ୍ପ ଶୁଳ୍କ ଓ ରେଜିଷ୍ଟ୍ରେସନ୍ ଶୁଳ୍କ ଛାଡ଼ ସମ୍ପର୍କିତ ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ଲାଭ କରିଛି । ଏଥିରେ ପ୍ରସ୍ତାବିତ ରିହାତି ଦ୍ୱାରା ଓଡ଼ିଶାର ସହରାଞ୍ଚଳର EWS ବର୍ଗର ଉପଭୋକ୍ତାମାନେ ବ୍ୟାପକ ଆର୍ଥିକ
  • ChiefSecyOdisha reposted
    user avatar
    'ଲୋକଙ୍କ ସରକାର'ର ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ଣ୍ଣ ହୋଇଥିବା ବେଳେ, ରାଜ୍ୟର ଅର୍ଥନୀତିର ମେରୁଦଣ୍ଡ ସ୍ଵରୂପ କୃଷକମାନଙ୍କ ସର୍ବାଙ୍ଗୀନ ବିକାଶ ଓ କଲ୍ୟାଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତାରେ ରହିଛି। 'ସମୃଦ୍ଧ କୃଷକ ଯୋଜନା' ମାଧ୍ୟମରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, 'ସିଏମ୍ କିସାନ ଯୋଜନା' ଜରିଆରେ କ୍ଷୁଦ୍ର ଓ ଭୂମିହୀନ
    00:00
  • ChiefSecyOdisha reposted
    user avatar
    ରାଜ୍ୟର ପ୍ରଗତିକୁ ଅଧିକ ଗତିଶୀଳ କରିବା ଏବଂ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ, ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶାର ବିକାଶ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସମସ୍ତ ଜନକଲ୍ୟାଣକାରୀ ନିଷ୍ପତ୍ତି ରାଜ୍ୟବାସୀଙ୍କ
  • user avatar
    ରାଜ୍ୟ କ୍ୟାବିନେଟ ବୈଠକରେ ଖୋର୍ଦ୍ଧାର କାଲିବେଟି ଶିଳ୍ପାଞ୍ଚଳରେ ମହିଳା ଶ୍ରମିକ ହଷ୍ଟେଲ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ ମିଳିଛି। ମହିଳା ଶ୍ରମିକମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ, ଶିଳ୍ପ ବିକାଶ, କର୍ମସଂସ୍ଥାନ ସୃଷ୍ଟି ଓ ମହିଳା ସଶକ୍ତିକରଣକୁ ଅଧିକ ଗତିଶୀଳ କରିବ।
  • user avatar
    Replying to @SecyChief
    ମନ୍ତ୍ରୀମଣ୍ଡଳ ବୈଠକରେ ଜଳସମ୍ପଦ ବିଭାଗ ତରଫରୁ ଆଗତ ନୟାଗଡ଼ର ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ୧୯୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଜିଲ୍ଲାର ଦଶପଲ୍ଲା,ନୂଆଗାଁ,ନୟାଗଡ଼,ଖଣ୍ଡପଡ଼ା ଏବଂ ଓଡ଼ଗାଁ ବ୍ଲକରେ ଚାଷୋପଯୋଗୀ ଜମିକୁ ଜଳସେଚନ ସୁବିଧା ସହ ଚାଷୀମାନଙ୍କର ସାମାଜିକ, ଆର୍ଥିକ ତଥା ଅଂଚଳର ସାମଗ୍ରିକ ବିକାଶରେ ସହାୟକ ହେବ l
  • user avatar
    ୪୧ତମ କ୍ୟାବିନେଟ୍ ବୈଠକରେ ସମ୍ବଲପୁର ଜିଲ୍ଲାରେ ମହାନଦୀ ଉପରେ ଅବସ୍ଥିତ ‘ଅଯୋଧ୍ୟା ସାଗର’ର ତଳଭାଗରେ ଅନ୍ତଃନଦୀ ଜଳାଶୟ ଓ ବ୍ୟାରେଜ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହା ପାନୀୟଜଳ ଯୋଗାଣ, ଭୂତଳ ଜଳ ପୁନଃଭରଣ,ପରିବେଶ ସନ୍ତୁଳନ,ମତ୍ସ୍ୟଚାଷ ଓ ପର୍ଯ୍ୟଟନ ବିକାଶକୁ ସୁଦୃଢ଼ କରିବା ସହ ସ୍ଥାନୀୟ ଜୀବିକାର ସୁଯୋଗ ବୃଦ୍ଧିରେ ସହାୟକ ହେବ l
  • user avatar
    Replying to @SecyChief
    ବର୍ଷରେ ୧୫୦୦କୋଟି ଟଙ୍କା ବ୍ୟୟବରାଦ ସହ ୫୫୦୦ ଏକର ଜମି ଚିହ୍ନଟ ହୋଇ 'ଲ୍ୟାଣ୍ଡ ବ୍ୟାଙ୍କ'ରେ ସାମିଲ୍ ହେବ। ଏହା ବେସରକାରୀ ପୁଞ୍ଜିନିବେଶକୁ ଆକୃଷ୍ଟ କରି ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ ରହିଛି l
  • user avatar
    ରାଜ୍ୟରେ ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ " ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ " ଯୋଜନାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି l ପୁରୀ, ଚିଲିକା,କୋଣାର୍କ, ହୀରାକୁଦ,ଶିମିଳିପାଳ ଓ ଭିତରକନିକା ଭଳି ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା l
  • user avatar
    The 41st State Cabinet, chaired by Hon’ble CM Odisha, approved 10 transformative proposals across 5 key sectors—Tourism, Housing & Urban Development, Infrastructure & Industry, Water Resources, and Revenue Reforms—to drive inclusive growth and strengthen governance.
  • user avatar
    183rd SLBC Meeting chaired by the CS, Ms. Anu Garg focused on inclusive credit growth aligned with Odisha’s Vision,emphasis laid on tourism, agri-entrepreneurship,women-led enterprises, deep sea fishing,rural banking expansion & investor- friendly“Red Tape to Red Carpet”reforms.
  • ChiefSecyOdisha reposted
    user avatar
    Hon'ble CM Shri @MohanMOdisha announces ₹15 crore boost for Sambalpur Football Academy
  • ChiefSecyOdisha reposted
    user avatar
    ଦ୍ବିତୀୟ ପର୍ଯ୍ୟାୟରେ ୨୦୪ ଟି ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଯୋଗ ଦେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha