user avatar
Taraprasad Bahinipati / ତାରାପ୍ରସାଦ ବାହିନୀପତି
@bhalubh55
Politician, MLA, Indian National Congress, Jeypore, Odisha.
Orissa, India
Born December 30, 1956
Joined January 2017
  • Pinned
    user avatar
    Replying to @GemsOfSimps
    Happy Valentine to my most precious. Thanks for always standing beside me through tough and lovely times and making me younger day by day. Apologies for turning ourselves into a meme.
  • user avatar
    To be considered as one of the 'Top 50 Best MLA's in the country is an honour and privilege. I would like to thank the people of Odisha, especially Jeypore, and @incodisha for showering me with love & trust.This award belongs to the people & has propelled me to work a lot harder.
    00:00
  • user avatar
    You made me realize that my life without you would be like a night sky without stars, dark and empty. #happyvalentinesday2023
  • user avatar
    ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ କଟକ ବଡ଼ ମେଡ଼ିକାଲରେ ଇକମୋ ସେବା ଉଦ୍ଘାଟନ କଲେ ଯାହା ସମ୍ପୂର୍ଣ୍ଣ ମାଗଣା । ପୂର୍ବ ଭାରତର ପ୍ରଥମ ଇକମୋ ଚିକିତ୍ସା ହେଉଥିବା ରାଜ୍ୟ ଭାବରେ ଓଡ଼ିଶାକୁ ପରିଚିତ କରାଇଥିବାରୁ ନବୀନ ବାବୁଙ୍କୁ ଅନେକ ଅନେକ ଧନ୍ୟବାଦ । ଏହା ଅନେକ ଲୋକଙ୍କ ପାଇଁ ବରଦାନ ପ୍ରମାଣିତ ହେବ ଏବଂ ଅନେକ ଲୋକ ଉପକୃତ ହୋଇପାରିବେ ।
  • user avatar
    Feeling grateful for the love of my life, who makes every day brighter with her presence. @Minakshi, you are my world and I am so lucky to have you by my side. #Love #Gratitude
  • user avatar
    ୨୭ ବର୍ଷର ଚାକିରୀ ପରେ ମଧ୍ୟ ସରକାର ନିୟମିତ କଲେ ନାହିଁ । ସରକାର କ'ଣ ଏତେ ଅସମର୍ଥ ଯେ ଆମ ରାଜ୍ୟରେ ଯୁବକମାନଙ୍କୁ ତାଙ୍କ ହକ୍ ମିଳିପାରୁନି ନା ସରକାରଙ୍କ ପାଇଁ ସାଧାରଣ ଜନତାଙ୍କ ଜୀବନର କିଛି ମୂଲ୍ୟ ନାହିଁ? #JusticeforDinaBandhuMishra #Sambalpuruniversity @CMO_Odisha @MoSarkar5T @GovernorOdisha
  • user avatar
    Navigating through @googlemaps , found out to my surprise that, every place in India, is marked in their regional language concerning their State, sans #Odisha. Who is responsible? Is this a propaganda to kill Odisha's Language & Identity? @EIT_Odisha @Naveen_Odisha @soumyajitt
  • user avatar
    I am shocked to hear the sudden demise of Odia Cinema legend Bijay Mohanty sir. My deep condolences to his family. #bijaymohanty
  • user avatar
    ଦଳଗତ ନିର୍ବିଶେଷରେ ମୋର ଜନ୍ମଦିନରେ ଆପଣମାନେ ଶୁଭେଚ୍ଛା, ଭଲପାଇବା ଏବଂ ଆର୍ଶିବାଦ ଦେଇଥିବା ହେତୁ ସମସ୍ତଙ୍କୁ ମୁଁ ଆନ୍ତରିକତା ସହ ହୃଦୟରୁ ଧନ୍ୟବାଦ ଓ ବଡ଼ମାନଙ୍କୁ ପ୍ରଣାମ ଜଣାଉଛି ।
  • user avatar
    କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢି ଚାଲିଛି ଆଉ ଗାଡି ଚଲେଇ ହେବନି ଏଥି ପାଇଁ ସାଇକେଲ୍ ରେ ଆମେ ବିଧାନସଭାକୁ ଆସିଲୁ । @AdhirajMohan #PetrolDieselPriceHike @CMO_Odisha @PMOIndia
  • user avatar
    ଆପଣଙ୍କ ଶୁଭକାମନା ପାଇଁ ଆନ୍ତରିକ ଧନ୍ୟବାଦ । 🙏🏻 ମୁଁ ଏବେ ସୁସ୍ଥ ଅଛି ଆଶା କରୁଛି ବହୁତ ଶୀଘ୍ର ସମ୍ପୂର୍ଣ ସୁସ୍ଥ ହୋଇ ମୋ କର୍ମ କ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରିବି ! #Koraput #INC #IYC #Jeypore #Odisha @INCOdisha @INCIndia
  • user avatar
    ଯେବେ ଯେବେ ଜଳ, ଜମି ଓ ଜଙ୍ଗଲ ଉପରେ କେହି ଆଖି ଉଠେଇବ, ପ୍ରତି ଘରୁ ଜଣେ ଜଣେ "ବିର୍ସା ମୁଣ୍ଡା" ଜନ୍ମ ହେବ ।🙏 #Kotia #Koraput #Jeypore #Odisha
  • user avatar
    କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଅନୈତିକ ଓ ପାପ କାର୍ଯ୍ୟରେ ଲିପ୍ତ ରହିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଧାନସଭାରେ ବସିବା ପାଇଁ ଅନୁମତି ଦେଉଛନ୍ତି । ଏହାକୁ ବିରୋଧ କରି ଆମେ ଆଜି ପବିତ୍ର ଗୃହକୁ ଗଙ୍ଗାଜଳ ସିଞ୍ଚନ କରି ଏବଂ ଘଣ୍ଟ ବାଡେଇ ପବିତ୍ର କରିବାକୁ ପ୍ରୟାସ କରିଥିଲୁ । Source: Kanak News
    00:00
  • user avatar
    ଗତକାଲି ନବରଙ୍ଗପୁର ଜିଲ୍ଲାର ଜଟାବାଲ ରେ କଂଗ୍ରେସ ର ବିଶାଳ ସମ୍ମୀଳନୀ !