Tukuni Sahu
7,843 posts
Ex-MLA TITILAGARH
Dist President Biju Janata Dal,Bolangir
Tweets are personal,RT is not endorsement
- #Odisha is ranked 1st in unemployment rate in the country with a score of 0.9%, as per the report by @_CMIE. Thank you, Hon’ble CM @naveen_odisha sir, for your relentless efforts in creating jobs and opportunities for the youth of Oidhsa. #OdishaLeads
- ଓଡିଶା ର ମାତୃଶକ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସହ ଏକ ବିଶେଷ ମୁହୂର୍ତ୍ତ । @Dropadimumur @Naveen_Odisha @bjd_odisha @BJDITWing #PresidentialElection #OdishaLeads
- ମୋର ପ୍ରିୟ @dpradhanbjp @NPatnaikOdisha ବଡ଼ ଭାଇମାନେ ଝିଅକୁ ହରାଇବା ଠାରୁ ବଡ଼ ଦୁଃଖ ସଂସାରରେ ଆଉ କିଛି ବି ନାହିଁ। ଏହି ଶୋକ ସମୟରେ ଆମ ସମସ୍ତଙ୍କର ଦାୟିତ୍ଵ ଏହା କି ରାଜନୀତିର ବିଭିନ୍ନତାକୁ ଭୁଲି ଏକତ୍ର ହୋଇ ଝିଅକୁ ହରାଇଥିବା ମାତାପିତାଙ୍କ ଅନୁରୋଧକୁ ସମ୍ମାନ ଦେବା ଏବଂ ଶୋକ ସନ୍ତପ୍ତ ପରିବାରର ଦୁଃଖରେ ସହଭାଗୀ ହେବା।
00:00 - ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜନ୍ମଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
- I have tested Covid positive. Now I am in home isolation and stable. Those who have come in contact with me in the last few days are requested to get themselves tested if required.@CMO_Odisha @IPR_Odisha
- କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି ସେମାନଙ୍କର ମୁଣ୍ଡ କାମ କରୁନି। ସେଥିପାଇଁ ଇଆଡୁ ସିଆଡୁ ବୟାନ ଦେଉଛନ୍ତି। ଏମାନେ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ
- ମୁଁ ଆପଣଙ୍କ ପାଖରେ କୃତଜ୍ଞ 🙏🏻 ମୋ ସ୍ୱାମୀର ଦୁର୍ଭାଗ୍ୟ ଜନକ ମୃତ୍ୟୁ ପରେ, ମୋତେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ର ସମସ୍ତ ଭାଇ ଭଉଣୀ 10 ବର୍ଷ ସେବା କରିବା ର ସୁଯୋଗ ଓ ସୁରକ୍ଷା ଦେଇଥିଲେ....ମୋର ସାଧ୍ୟ୍ୟମତେ ଆପଣ ମାନଙ୍କ ଦୁଃଖ ସୁଖ ରେ ଆପଣଙ୍କ ପାଖରେ ପହଁଚିଛି....ଅଞ୍ଚଳ ପାଇଁ ଅନେକ ଯୋଜନା ଆଣିଛି.... ଆଶା କରୁଛି ଆଗାମୀ ଦିନରେ ଆମ
- ପ୍ରିୟ ନେତା ଶ୍ରୀଯୁକ୍ତ @Naveen_Odisha ମୋ ଉପରେ ଆସ୍ଥା ପ୍ରକଟକରି ମନ୍ତ୍ରୀମଣ୍ଡଳରେ ସାମିଲ କରି, କାମ କରିବାର ସୁଯୋଗ ଦେଇଥିବାରୁ , ଅଞଳବାସୀଙ୍କ ତରଫରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଅଛି । @BmjdOdisha @bjd_odisha
- ରାଜ୍ୟ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ Pranab Prakash Das ମହୋଦୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଜଗନ୍ନାଥ ଙ୍କ ଅପାର ଆଶୀର୍ବାଦରୁ ଆପଣଙ୍କ ଚଲାପଥ କୁସୁମିତ ହେଉ । @pranabpdas @bjd_odisha
- ମୁଁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ @AshwiniVaishnaw ଜୀଙ୍କୁ ଚିଠି ଲେଖି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ଅନୁରୋଧ କରିଛି । ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଏହାର ପୂର୍ଣ୍ଣ କ୍ଷମତା ହାସଲ କରିବା ପାଇଁ ଯୋଗାଯୋଗ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ।
- ପବିତ୍ର ଗଣେଶ ଚତୁର୍ଥୀରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ବିଘ୍ନନାଶନ ପ୍ରଭୁ ଶ୍ରୀ ଗଣେଶଙ୍କ କୃପା ଓ ଆଶୀର୍ବାଦରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ। #GaneshChaturthi2020 @CMO_Odisha @WCDOdisha @mission_shakti @bjd_odisha @BJDITWing @BMJD_Odisha @BmjdOdisha












