Department of WCD, Government of Odisha
7,569 posts
Changing lives through advocacy, policy & awareness.
Join us in our mission to empower women & children.
#WomenEmpowerment #ChildRights #AdvocacyMatters
- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଭୁବନେଶ୍ୱର ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ଅଙ୍ଗନଓ୍ୱାଡ଼ି କର୍ମୀ, ସୁପରଭାଇଜର୍ ଓ ବ୍ଲକ୍ ସଂଯୋଜକମାନଙ୍କୁ ସ୍ମାର୍ଟ ଫୋନ୍ ବଣ୍ଟନ କରାଯାଇଛି । #SmartphoneDistribution #DigitalKaranti #Anganwadiworkers #GovtOfOdisha #2YearsofLokankaSarakar
00:00 - Replying to @WCDOdisha
- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀଙ୍କ କରକମଳରେ ସୁଭଦ୍ରା ଶକ୍ତି ସମ୍ୱାଦର ଶୁଭାରମ୍ଭ କରାଯାଇଛି । ସୁଭଦ୍ରା ଶକ୍ତି ସମ୍ୱାଦ-ଏକ ଅଂଶଗ୍ରହଣମୂଳକ ସମ୍ୱାଦ ମଞ୍ଚ,ଯାହାକି ହିତାଧିକାରୀଙ୍କୁ ସରକାରଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ସହିତ ସେମାନଙ୍କ ଅନୁଭୂତି,ସମସ୍ୟା ଏବଂ ମତାମତ ଦେବାର ସୁଯୋଗ ପ୍ରଦାନ କରିବ।
00:00 - Replying to @WCDOdishaଭୁବନେଶ୍ୱରର ମାନନୀୟା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର (ଭୁବନେଶ୍ୱର)ର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂହ, ମହିଳା ଓ ଶିଶୁ ବିକାଶ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡା. ମୃଣାଳିନୀ ଦର୍ସ୍ୱାଲ, ବରିଷ୍ଠ ଅଧିକାରୀଗଣ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ । #SmartphoneDistribution #DigitalKaranti
- Replying to @WCDOdishaଏହା ସହିତ ଅଙ୍ଗନଓ୍ୱାଡ଼ି କର୍ମୀ, ସୁପରଭାଇଜର୍ ଓ ବ୍ଲକ୍ ସଂଯୋଜକମାନଙ୍କୁ ସ୍ମାର୍ଟ ଫୋନ୍ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାନନୀୟା ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥିରାଜ ହରିଚନ୍ଦନ, ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ ।
- ‘ଲୋକଙ୍କ ସରକାର’ର ୨ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ବିକାଶ ଓ ଜନକଲ୍ୟାଣ ଯାତ୍ରାରେ ଆଜି ନୂଆ ଅଧ୍ୟାୟ ଯୋଡ଼ିହୋଇଛି । ଏହି ଅବସରରେ ଆଜି ଆଜି ତା ୧୨.୦୬.୨୦୨୬ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଭୁବନେଶ୍ୱର ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ସୁଭଦ୍ରା ଶକ୍ତି ସମ୍ୱାଦର ଶୁଭାରମ୍ଭ ହୋଇଯାଇଛି ।
- ଡିଜିଟାଲ୍ କ୍ରାନ୍ତିର ଜୟଯାତ୍ରା । ଆଜି ତା ୧୨.୦୬.୨୦୨୬ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଭୁବନେଶ୍ୱର ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ଅଙ୍ଗନଓ୍ୱାଡ଼ି କର୍ମୀ, ସୁପରଭାଇଜର୍ ଓ ବ୍ଲକ୍ ସଂଯୋଜକମାନଙ୍କୁ ସ୍ମାର୍ଟ ଫୋନ୍ ବଣ୍ଟନ କରାଯିବ । #SmartphoneDistribution #DigitalKaranti
- Replying to @WCDOdishaସୁଭଦ୍ରା ଶକ୍ତି ସମ୍ୱାଦ- ଏକ ଅଂଶଗ୍ରହଣମୂଳକ ସମ୍ୱାଦ ମଞ୍ଚ, ଯାହାକି ସୁଭଦ୍ରା ହିତାଧିକାରୀଙ୍କୁ ସରକାରଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ସହିତ ସେମାନଙ୍କ ଅନୁଭୂତି, ସମସ୍ୟା ଏବଂ ମତାମତ ଦେବାର ସୁଯୋଗ ପ୍ରଦାନ କରିବ । #SubhadraYojana #GhareGhareSUBHADRA #EmpoweredWomen #WomenLead #PowerOfWomen
- ଆଜି ତା ୧୨.୦୬.୨୦୨୬ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଭୁବନେଶ୍ୱର ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ସୁଭଦ୍ରା ଶକ୍ତି ସମ୍ୱାଦର ଶୁଭାରମ୍ଭ କରାଯିବ ।















