The State Cabinet has approved a series of important decisions aimed at strengthening infrastructure, expanding opportunities and accelerating Odisha’s growth journey. With focused planning and decisive action, we remain committed to building a strong, prosperous and developed
Odisha Forest, Env. and Climate Change Department
2,300 posts
Official Twitter handle of the Forest, Environment and Climate Change Department. Government of Odisha.
- Odisha Forest, Env. and Climate Change Department repostedOver the past 4,399 days, India has witnessed transformation across sectors under the leadership of PM Sri Narendra Modi From economic growth and digital transformation to infrastructure expansion, social empowerment and a stronger global presence, this journey has been shaped by
- Odisha Forest, Env. and Climate Change Department repostedଆମ ଓଡ଼ିଶାର ପ୍ରଗତିର ପ୍ରକୃତ ସାରଥୀ ହେଉଛନ୍ତି ଆମ ଅନ୍ନଦାତା। ଗତ ଦୁଇ ବର୍ଷରେ ଲୋକଙ୍କ ସରକାରରେ ରାଜ୍ୟର କୃଷି ଓ କୃଷକଙ୍କ ବିକାଶ କ୍ଷେତ୍ରରେ ଆସିଛି ଏକ ବିଶାଳ ପରିବର୍ତ୍ତନ। କୃଷିକୁ ଲାଭଦାୟକ କରିବା ସହ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଆର୍ଥିକ ସମୃଦ୍ଧି ପ୍ରଦାନ କରିବା ପାଇଁ ଲୋକଙ୍କ ସରକାର ସଦାସର୍ବଦା ସଙ୍କଳ୍ପବଦ୍ଧ।
- Odisha Forest, Env. and Climate Change Department reposted‘ଏକ୍ ପେଡ୍ ମା କେ ନାମ୍’ ବା ‘ମାଆଙ୍କ ପାଇଁ ଗଛଟିଏ’ ଅଭିଯାନ ଜନ୍ମଦାତ୍ରୀ ମାଆ ଓ ଧରିତ୍ରୀ ମାଆ ପ୍ରତି ଆମ ଶ୍ରଦ୍ଧା ଓ ସମ୍ମାନର ଏକ ଅନନ୍ୟ ନିଦର୍ଶନ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ବ୍ୟାପକ ଜନ-ଆନ୍ଦୋଳନରେ ପରିଣତ ହୋଇଛି । ଏହି ପରିପ୍ରେକ୍ଷୀରେ, ଆଜି ମୋର
- ଆଜି ଭୁବନେଶ୍ୱରସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ #ବିଶ୍ୱ_ପରିବେଶ_ଦିବସ ପାଳିତ ହୋଇଛି। ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜୈବ ବିବିଧତା ଏବଂ ସବୁଜ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା
- Odisha Forest, Env. and Climate Change Department repostedଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଆଜି ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ମହାରାଷ୍ଟ୍ରର ଟାଡୋବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ସ୍ଥାନାନ୍ତରିତ ହୋଇଥିବା ବାଘୁଣୀ 'ଜିନତ' ଶିମିଳିପାଳର ଅନୁକୂଳ ପରିବେଶରେ ଚାରୋଟି ଶାବକଙ୍କୁ ଜନ୍ମ ଦେଇଛି। ଏହି ସଫଳତା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି
- Odisha Forest, Env. and Climate Change Department repostedଓଡ଼ିଆ ପକ୍ଷ ଏବଂ ଓଡ଼ିଆ ନବବର୍ଷ-୨୦୨୬ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ସୁନ୍ଦର ସଙ୍ଗୀତ "ଆମ ଓଡ଼ିଶା ସୁନ୍ଦର"। @CMO_Odisha @suryabanshibjp @IPR_Odisha
- Women employees of the Forest, Env. & C C Dept joined the ‘Nari Shakti Vandan Sammelan’ virtually, drawing inspiration from the address of Hon’ble Prime Minister of India. Celebrating the strength, leadership, and achievements of women across all sectors.
- Odisha Forest, Env. and Climate Change Department repostedପରିବେଶ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଆଜି ସାରା ଦେଶ ପାଇଁ ଏକ ମଡେଲ ସାଜିଛି। ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ କରି ଆମ ରାଜ୍ୟ ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ପ୍ରକୃତି ମା’ ପ୍ରତି ଆମର ଏକ ସମ୍ମାନଜନକ ଅର୍ଘ୍ୟ। ଆଗାମୀ
00:00 - Odisha Forest, Env. and Climate Change Department repostedReplying to @CMO_Odishaବନ ସୁରକ୍ଷା ଓ ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ କାମ କରୁଥିବା ସମସ୍ତଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇ ଜଙ୍ଗଲ ନିଆଁ ରୋକିବା ଏବଂ ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷ ରୋକିବା ଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହ ମନୁଷ୍ୟକୃତ ଜଙ୍ଗଲ ନିଆଁ ପାଇଁ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମାନ୍ୟବର

























