Pinned
#ମହାପ୍ରଭୁ_ଶ୍ରୀ_ଜଗନ୍ନାଥଙ୍କ_ବିଶ୍ୱପ୍ରସିଦ୍ଧ_ରଥଯାତ୍ରା- ୨୦୨୬
ପୁରୀ ଶ୍ରୀମନ୍ଦିରର ପବିତ୍ର ପରମ୍ପରା ଅନୁଯାୟୀ ପାଳିତ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏବଂ ଏହା ସହିତ ଜଡ଼ିତ ସମସ୍ତ ନୀତିକାନ୍ତିର ସୂଚୀ।
#RathaJatra2026 #PuriRathayatra #ShreeMandir #ରଥଯାତ୍ରା୨୦୨୬ #culture #odishaculture





















