ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ FRA-2006 ଅଧୀନରେ ମାନ୍ୟତା ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି, ବଲାଙ୍ଗିରର ଏକ ବୈଠକ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। @ForestDeptt
Collector & DM, Balangir
9,157 posts
Office of the Collector & District Magistrate, Balangir, Odisha, Pin-767001
- ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଆବେଦନ କରିଥିବା ଆବେଦନକାରୀଙ୍କର ଜିଲ୍ଲାପାଳ, ବଲାଙ୍ଗିର ଭର୍ଚୁଆଲ୍ ଶୁଣାଣି କରିଥିଲେ l
- Collector & DM, Balangir repostedସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଆଜି ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ନିଜର ପରିଗଣନା ଫର୍ମ (EF) ଦାଖଲ କରି ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ପ୍ରତି ନିଜର ପ୍ରତିବଦ୍ଧତାର ପ୍ରମାଣ ଦେଇଛନ୍ତି। ସେ ସମସ୍ତ ଯୋଗ୍ୟ ମତଦାତାଙ୍କୁ ସଂଶୋଧନ ପ୍ରକ୍ରିୟାରେ ସକ୍ରିୟ ଭାବେ
- Collector & DM, Balangir repostedToday, Odisha Deputy Chief Minister Shri K. V. Singh Deo participated in the Special Intensive Revision (SIR)-2026 by filling and submitting his Enumeration Form (EF), underscoring the importance of citizen participation in the electoral roll revision process. His participation
- ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -2026 ପରିପ୍ରେକ୍ଷିରେ AERO, ବିଏଲଓ ସୁପରଭାଇଜର ଏବଂ ବିଏଲଓ ଙ୍କ ଉପସ୍ଥିତିରେ ବଲାଙ୍ଗିର ଜିଲ୍ଲା ନିର୍ବାଚନ ଅଧିକାରୀ-ତଥା -ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପରିଗଣନା ଫର୍ମ (Enumeration Form) ବଣ୍ଟନ କରାଯାଇଥିଲା।
- NEET(UG)-2026 ପୁନଃପରୀକ୍ଷା ପାଇଁ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ଦ୍ୱାରା ଏକ ବୈଠକ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
- ଆଜି ରାଜସ୍ବ ସମ୍ବନ୍ଧୀୟ କାର୍ଯ୍ୟ ର ସମୀକ୍ଷା କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ରାଜସ୍ବ ଅଧିକାରୀମାନଙ୍କର ଏକ ବୈଠକ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
- ଅଦ୍ୟ ତା : ୦୯/୦୬/୨୦୨୬ ରିଖରେ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଜଳସମ୍ପଦ ବିଭାଗ ସହ ଜଡିତ ଜିଲ୍ଲା କ୍ଷତିପୂରଣ ପରାମର୍ଶଦାତା କମିଟି (DCAC) ବୈଠକ ଅନୁଷ୍ଠିତ ହୋଇଥିଲା l
- ଅଦ୍ୟ ତା : ୦୯/୦୬/୨୦୨୬ ରିଖରେ ଜିଲ୍ଲାପାଳ, ବଲାଙ୍ଗିର ଜିଲ୍ଲାରେ ଚାଲୁଥିବା ରାସ୍ତା ଏବଂ ଗୃହ (R&B) ଡିଭିଜନର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l
- Replying to @CollectorBgrଏଠାରେ ଜିଲ୍ଲାପାଳ ବିଭିନ୍ନ ଅଭିଯୋଗ/ସମସ୍ୟା ଗୁଡିକର ଶୁଣାଣି କରିବା ସହିତ ସେଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। (୨/୨)
- ଅଦ୍ୟ ତା: ୦୮।୦୬ ।୨୦୨୬ ରିଖରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସଇଁତଳା ଠାରେ ଜିଲ୍ଲାପାଳ, ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।(୧/୨) @dept_ga
- ବିଶେଷ ସୂଚନା: ଆସନ୍ତା ତା: ୦୮/୦୬/୨୦୨୬ ରିଖ ସୋମବାର ଦିନ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ନିମ୍ନ ସୂଚୀ ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। @dept_ga
- ବଲାଙ୍ଗିର ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -2026 ପାଇଁ ERO ଏବଂ AERO ମାନେ କ୍ଷେତ୍ର ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ ସମୀକ୍ଷା କରିବା, ଭୋଟରଙ୍କ ଯୋଗାଯୋଗକୁ ସୁଦୃଢ଼ କରିବା ଏବଂ ଏକ ସଠିକ, ଅନ୍ତର୍ଭୁକ୍ତ ଏବଂ ଅଦ୍ୟତନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଇଥିଲା।


































