30 ତମ ଜାତୀୟ ସବ-ଜୁନିଅର ଟେନିସ ବଲ କ୍ରିକେଟ ଚମ୍ପିୟାନସିପ ପାଇଁ ଓଡିଶା ଦଳ ର ରାଜସ୍ତାନ ଗସ୍ତ

30 ତମ ସବ-ଜୁନିଅର ଜାତୀୟ ଟେନିସ ବଲ କ୍ରିକେଟ ଚମ୍ପିୟାନସିପ ପାଇଁ ଆସନ୍ତା ଅକ୍ଟୋବେର  14 ତାରିଖରୁ 17  ତାରିଖ 2025 ପଯ୍ୟନ୍ତ ରାଜସ୍ଥାନ ର ଦୋଉସା ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ 30 ତମ ସବ-ଜୁନିଅର ଜାତୀୟ ଟେନିସ ବଲ କ୍ରିକେଟ ଚମ୍ପିୟାନସିପ  ରେ ଓଡିଶା  ସବ-ଜୁନିଅର  ଟେନିସ ବଲ କ୍ରିକେଟ ଦଳ ରାଜସ୍ଥାନ ଅଭିମୁଖେ ଯାତ୍ରା କରିଛନ୍ତି , ଏହି ଖେଳାଳି ମାନେ  ଟି ଅମନ କୁମାର , ରିତେଶ ବାଛା , ଅରୋସିସ ବେହେରା , ରୁଦ୍ର …

Read More

ପାର୍ବଣକୁ ଫିକା କରିପାରେ ଲଘୁଚାପଜନିତ ବର୍ଷା ; ଆସନ୍ତା ୧ ତାରିଖ ବେଳକୁ ପୁଣି ଲଘୁଚାପ କ୍ଷେତ୍ର ସମ୍ଭାବନା

ପାର୍ବଣକୁ ଫିକା କରିପାରେ ଲଘୁଚାପଜନିତ ବର୍ଷା । ଆସନ୍ତା ୧ ତାରିଖ ବେଳକୁ ପୁଣି ଲଘୁଚାପ କ୍ଷେତ୍ର ସମ୍ଭାବନା। ୩୦ରେ ଉତ୍ତର ଆଣ୍ଡାମାନ ସାଗରରେ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ । ପ୍ରଭାବରେ ଉତ୍ତର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର। : ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିଛି । ଅବପାତରେ ପରିଣତ ହୋଇଛି ସ୍ପଷ୍ଟଚିହ୍ନିତ ଲଘୁଚାପ । ଗତକାଲି ରାତି 11.30ରେ ଲଘୁଚାପଟି 10 କିଲୋମିଟର ବେଗରେ ପଶ୍ଚିମ ଦିଗରେ…

Read More

ବନ୍ୟା ଆଶଙ୍କା, ପ୍ରସ୍ତୁତ ରୁହ:୧୭ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୭ା୯(ସୁନିତ୍‌ ମିଶ୍ର):ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୩ ଜିଲା କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ବିଶେଷ ପ୍ରଭାବିତ ହେବା ଆଶଙ୍କା ରହିଛି। ସେହିପରି ୧୪ ଜିଲା ଯଥା- ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଜନିତ ବର୍ଷାର ମୁକାବିଲା ସମ୍ପର୍କରେ…

Read More

ମହିଳାଙ୍କ ମନରେ ବିଶ୍ବାସ ସୃଷ୍ଟି କରିପାରୁନି ଲୋକଙ୍କ ସରକାର: ନବୀନ

ଭୁବନେଶ୍ୱର: ପୁରୀ ଜିଲା ବ୍ରହ୍ମଗିରି ଥାନା ଅଧୀନ ବାଲିହରଚଣ୍ଡୀ ମନ୍ଦିର ନିକଟରେ ଘଟିଥିବା ନାବାଳିକା ଗଣବଳାତ୍କାର ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜଧାନୀଠାରୁ ମାତ୍ର ୫୦ କି.ମି ଦୂରରେ ଏପରି ଲୋମହର୍ଷଣକାରୀ ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ସାରା ରାଜ୍ୟରେ ନାରୀଙ୍କ ପ୍ରତି ଏପରି ଗୋଟିଏ ପରେ ଗୋଟିଏ ଜଘନ୍ୟ…

Read More

ରାସ୍ତା ଉପରେ ହୁହୁହୋଇ ଜଳିଲା କାର ମୣତ୍ୟୁମୁଖରୁ ଅଳ୍ପକେ ବର୍ତ୍ତୀଲେ ପରିବାର ଲୋକେ

ଜଗତସିଂହପୁର ତା ୯/୫(ନିପ୍ର)ରଘୁନାଥପୁର ବ୍ଲକ ଅଧିନ ତାରପୁରବାଇପାସ କଟକ ପାରାଦୀପ ରାସ୍ତାରେ ଶୁକ୍ରବାର ଅପରାହ୍ନ ରେ ଏକ ମାରୁତି ସେଲର କାର ନଂ ODO1Z4377ହୁତହୁତ ହୋଇ ଜଳୁଥିବାର ଦେଖିବାକୁ ମିଳିଛି।ତେବେ ସ୍ଥାନୀୟ ହରିଷପୁର ଗ୍ରାମର ଜୈନିକ ବ୍ୟକ୍ତି ପରିବାର ସହିତ୪ଜଣ ନିଜ କାରେଯୋଗେ ନିଜ ଘରର ପୂଜାସାମଗ୍ରୀ କୁ ନେଇ ମହାନରେ ବିର୍ଜନ କରିବାକୁ ଯାଉଥିବାବେଳେ ରାସ୍ତାରେ ସୁଖିଥିବା ମୁଖଗଛ କାର ଚକାରେ ଲାଗି ନିଆଁଲାଗିଯାଇଥିଲା।କାର ରେ ନିଆଁ ଲାଗିବାଦେଖି ବାଇକରେ ଆସୁଥିବା ଜଣେ ବାଟୋଇ ଗାଡିଚାଳକକୁ…

Read More

ଖାଇଙ୍ଗ ଜଙ୍ଗଲ ନାଲା ପାଲଟିଛି ମଦ ମାଫିଆ l

ଭବାନୀପାଟଣା ତା ୧୦/୫/୨୫(ଜଗନ୍ନାଥ ଏକ୍ସପ୍ରେସ୍)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗର୍ଡ ବ୍ଲକ ହାତୀମୁଣ୍ଡା ରେତ ଡେମ ଠାରେ ଦୀର୍ଘ ଦିନ ହେବ ଚାଲିଥିଲା ଚୋରା ହାତ ରନ୍ଧା ମଦ କାରବାର କଳାହାଣ୍ଡି ଅବକାରୀ ସୁପରିଟେଣ୍ଡ ରଞ୍ଜନ କୁମାର ନାଏକ ଙ୍କ ନେତୃତ୍ୱରେ ବଡ ଧରଣର ଚଢ଼ାଉ କରିଥିବା ବେଳେ ପୁଣି ଆଜି ଖାଇଙ୍ଗ ଗ୍ରାମ ପଛ ପଟେ ଲାଗିରହିଥିବା ଜଙ୍ଗଲ ନାଲା ରେ ମଦ ମାଫିଆଙ୍କ ହବ ଜଙ୍ଗଲ ନାଲା ଠାରେ ଦେଶୀ ମହୁଲି ର କାରବାର ବହୁ ଜୋରସୋର…

Read More

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫, ଅନୁଷ୍ଠିତ, ୨୬୨୦ ଟି ମାମଲା ଫଇସଲା

ଭବାନୀପାଟଣା ତା ୧୦/୫/୨୫(ଜଗନ୍ନାଥ ଏକ୍ସପ୍ରେସ୍)କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୫ ର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ତା ୧୦.ରିଖ (ଶନିବାର) ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଶ୍ରୀ ଅନୁପ ରଞନ ପଟ୍ଟନାୟକ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଶୁଭଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ…

Read More

ବିଶିଷ୍ଟ ସମାଜସେବୀ କିଶୋର ସାମଲଙ୍କ ପରଲୋକ

ଭୁବନେଶ୍ୱର, ୭.୫ : ବରିଷ୍ଠ କଂଗ୍ରେସ ନେତା, ଚୌଦ୍ୱାରମୁ୍ୟନିସିପାଲିଟି ୧ ନମ୍ବର ୱାର୍ଡ଼ର ପୂର୍ବତନ କାଉନସିଲର,ଜଣାଶୁଣା ସମାଜସେବୀ ତଥା ଚୌଦ୍ୱାର କଲେଜର ପୁରାତନ ଛାତ୍ରସଂସଦର ଉପସଭାପତି କିଶୋର ସାମଲଙ୍କର ଆଜି ସକାଳେ ତାଙ୍କବାସଭବନରେ ପରିଲୋକ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୬୨ବର୍ଷ ବୟସ ହୋଇଥିଲା । ଗତ କିିଛିଦିନ ଧରି ସେ ଅସୁସ୍ଥ ଥିଲେ ।ମୃତୁ୍ୟଶଯ୍ୟା ନିକଟରେ ତାଙ୍କର ପନôୀ, ପୁତ୍ର, ପରିବାରବର୍ଗ ଓଆତ୍ମୀୟ ସଜ୍ଜ୍ୱନ ଉପସ୍ଥିତ ଥିଲେ । ଶ୍ରୀ ସାମଲଙ୍କ ମୃତୁ୍ୟ ଖବର ପ୍ର·ରିତହେବା…

Read More

ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥଧାମ ନାମକରଣ ପ୍ରତିବାଦରେ ଓଡ଼ିଆଅସ୍ମିତା ପରିଷଦର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର, ୭.୫ : ପଶ୍ଚିମ ବଙ୍ଗଳାରେ ଦୀଘାଠାରେ ଗତ ଅକ୍ଷୟ ତୃତୀୟା ଦିନ ପ୍ରତିଷ୍ଠାହୋଇଥିବା ଜଗନ୍ନାଥଙ୍କର ଦାରୁ ବିଗ୍ରହ ସ୍ଥାପନ ପରେ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମନାମକରଣ କରିବା ଫଳରେ ପୁରୀ ଜଗନ୍ନାଥ ମନ୍ଦିରର ଗାରିମ ନଷ୍ଟ ଓ ମହିମାକୁ କ୍ଷୁର୍ଣ୍ଣ କରୁଛି ।ଏହି ଘଟଣାରେ ଯେଉଁ ସେବାୟତମାନେ ସମ୍ପୃକ୍ତ, ସେମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ପୁରୀଶ୍ରୀମନ୍ଦିର ସେବାରୁ ଅବ୍ୟାହତି ଦେବାକୁ ଓଡ଼ିଆ ଅସ୍ମିତା ପରିଷଦ ତରଫରୁ ଦାବି କରାଯାଇବୁଧବାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ…

Read More

ବିଜୁବାବୁଙ୍କୁ 2ୟ ବିଶ୍ୱଯୁଦ୍ଧ ପାଇଁ ରୁଷିଆର ସମ୍ମାନ,ଓଡିଶା ପାଇଁ ଗର୍ବ -ଓଡ଼ିଆ ଅସ୍ମିତା ପରିଷଦ

ଭୁବନେଶ୍ୱର ତା 5/5- ନାଜି ଜର୍ମାନୀର ଆକ୍ରମଣକୁ ବେଖାତିର କରି ଦ୍ୱତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁପଟନାୟକ ଯେଉଁ ସାହସ ଓ ପରାକ୍ରମ ଦେଖାଇ ଥିଲେ ସେଥିପାଇଁ ଆଜି ଅଶି ବର୍ଷ ପରେ ରୁଷିଆ ପକ୍ଷରୁ ବିଜୁବାବୁଙ୍କୁ ସମ୍ମାନିତ କରିବା ପାଇଁ ତାଂକ ପୁଅ ନବୀନ ପଟନାୟକଙ୍କ ପାଖକୁ ନିମନ୍ତ୍ରଣ ଆସିବା ଓଡ଼ିଆ ଜାତି ପାଇଁଗର୍ବ ଓ ଗୌରବ. ଓଡ଼ିଆ ଅସ୍ମିତା ପରିଷଦ ଏହାକୁ ସ୍ୱାଗତ କରୁଛି. ବିଜୁ ବାବୁଙ୍କ ସ୍ୱାଧୀନତା ସଂଗ୍ରାମକୁ ଅବଦାନ,ଦ୍ୱତୀୟ ବିଶ୍ୱ ଯୁଦ୍ଧ, ଇଣ୍ଡୋନେସିଆ…

Read More
Back To Top
× How can I help you?