30 ତମ ଜାତୀୟ ସବ-ଜୁନିଅର ଟେନିସ ବଲ କ୍ରିକେଟ ଚମ୍ପିୟାନସିପ ପାଇଁ ଓଡିଶା ଦଳ ର ରାଜସ୍ତାନ ଗସ୍ତ
30 ତମ ସବ-ଜୁନିଅର ଜାତୀୟ ଟେନିସ ବଲ କ୍ରିକେଟ ଚମ୍ପିୟାନସିପ ପାଇଁ ଆସନ୍ତା ଅକ୍ଟୋବେର 14 ତାରିଖରୁ 17 ତାରିଖ 2025 ପଯ୍ୟନ୍ତ ରାଜସ୍ଥାନ ର ଦୋଉସା ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ 30 ତମ ସବ-ଜୁନିଅର ଜାତୀୟ ଟେନିସ ବଲ କ୍ରିକେଟ ଚମ୍ପିୟାନସିପ ରେ ଓଡିଶା ସବ-ଜୁନିଅର ଟେନିସ ବଲ କ୍ରିକେଟ ଦଳ ରାଜସ୍ଥାନ ଅଭିମୁଖେ ଯାତ୍ରା କରିଛନ୍ତି , ଏହି ଖେଳାଳି ମାନେ ଟି ଅମନ କୁମାର , ରିତେଶ ବାଛା , ଅରୋସିସ ବେହେରା , ରୁଦ୍ର …
ପାର୍ବଣକୁ ଫିକା କରିପାରେ ଲଘୁଚାପଜନିତ ବର୍ଷା ; ଆସନ୍ତା ୧ ତାରିଖ ବେଳକୁ ପୁଣି ଲଘୁଚାପ କ୍ଷେତ୍ର ସମ୍ଭାବନା
ପାର୍ବଣକୁ ଫିକା କରିପାରେ ଲଘୁଚାପଜନିତ ବର୍ଷା । ଆସନ୍ତା ୧ ତାରିଖ ବେଳକୁ ପୁଣି ଲଘୁଚାପ କ୍ଷେତ୍ର ସମ୍ଭାବନା। ୩୦ରେ ଉତ୍ତର ଆଣ୍ଡାମାନ ସାଗରରେ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ । ପ୍ରଭାବରେ ଉତ୍ତର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର। : ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିଛି । ଅବପାତରେ ପରିଣତ ହୋଇଛି ସ୍ପଷ୍ଟଚିହ୍ନିତ ଲଘୁଚାପ । ଗତକାଲି ରାତି 11.30ରେ ଲଘୁଚାପଟି 10 କିଲୋମିଟର ବେଗରେ ପଶ୍ଚିମ ଦିଗରେ…
ବନ୍ୟା ଆଶଙ୍କା, ପ୍ରସ୍ତୁତ ରୁହ:୧୭ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨୭ା୯(ସୁନିତ୍ ମିଶ୍ର):ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୩ ଜିଲା କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ବିଶେଷ ପ୍ରଭାବିତ ହେବା ଆଶଙ୍କା ରହିଛି। ସେହିପରି ୧୪ ଜିଲା ଯଥା- ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଜନିତ ବର୍ଷାର ମୁକାବିଲା ସମ୍ପର୍କରେ…
ମହିଳାଙ୍କ ମନରେ ବିଶ୍ବାସ ସୃଷ୍ଟି କରିପାରୁନି ଲୋକଙ୍କ ସରକାର: ନବୀନ
ଭୁବନେଶ୍ୱର: ପୁରୀ ଜିଲା ବ୍ରହ୍ମଗିରି ଥାନା ଅଧୀନ ବାଲିହରଚଣ୍ଡୀ ମନ୍ଦିର ନିକଟରେ ଘଟିଥିବା ନାବାଳିକା ଗଣବଳାତ୍କାର ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜଧାନୀଠାରୁ ମାତ୍ର ୫୦ କି.ମି ଦୂରରେ ଏପରି ଲୋମହର୍ଷଣକାରୀ ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ସାରା ରାଜ୍ୟରେ ନାରୀଙ୍କ ପ୍ରତି ଏପରି ଗୋଟିଏ ପରେ ଗୋଟିଏ ଜଘନ୍ୟ…
ମେଘାଳୟରେ କାହିଁକି ଏକାସଙ୍ଗେ ୮ ମନ୍ତ୍ରୀ ଦେଲେ ଇସ୍ତଫା ?
ମେଘାଳୟ : ମେଘାଳୟରେ ରାଜନୈତିକ ସ୍ଥିତି ଏବେ ବହୁ ଉତ୍ଥାନ ପତ୍ତନ ଦେଇ ଗତିକରୁଛି। ୧୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣ ମନ୍ତ୍ରୀ ହଠାତ୍ ଆଜି ଇସ୍ତଫା ଦେଇଛନ୍ତି । ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସେଥିମଧ୍ୟରୁ ଅଧିକାଂଶ ନେତା ସରକାରଙ୍କର ବରିଷ୍ଠ ନେତା।ଏନପିପି ନେତୃତ୍ୱାଧୀନ ମେଘାଳୟ ଡେମୋକ୍ରାଟିକ୍ ଆଲାୟାନ୍ସ ସରକାରର ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ କୋନରାଡ କେ. ସାଙ୍ଗମାଙ୍କ ଉପସ୍ଥିତିରେ ସମସ୍ତ ମନ୍ତ୍ରୀ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା…
“ଗାନ୍ଧୀ ଶିକ୍ଷାନୀତି ପ୍ରାସଙ୍ଗିକ”ତାର ଯୁଗୋପଯୋଗୀ ପ୍ରୟୋଗ ଆବଶ୍ୟକ
ଭୁବନେଶ୍ୱର, ୩୧.୫: ଉକ୍ରଳ ସର୍ବୋଦୟ ମଣ୍ଡଳ ଏବଂ ଭୁବନେଶ୍ୱର ସର୍ବୋଦୟ ମଣ୍ଡଳପକ୍ଷରୁ ସ୍ଥାନୀୟ ସତ୍ୟନଗରସ୍ଥିତ ପ୍ରଫୁଲ୍ଲ କର ପାର୍କ ସଭାଗୃହରେ ଅନୁଷ୍ଠିତ “ଆମଶିକ୍ଷା ସମସ୍ୟା ଓ ଶିକ୍ଷାନୀତି” ଗଣ ଆଲୋଚନାରେ ବକ୍ତାମାନେ ଗାନ୍ଧିଜୀଙ୍କ ଶିକ୍ଷାବି·ର ମୌଳିକ ଶିକ୍ଷାର ପ୍ରାସଙ୍ଗିକତା ରହିଛି । ଏହାର ଯୁଗୋପଯୋଗୀପ୍ରୟୋଗ ଆବଶ୍ୟକ ଅଛି ବୋଲି ମତବ୍ୟକ୍ତ କରାଯାଇଛି ।ଏହି ଆଲୋଚନାରେ ଉକ୍ରଳ ସର୍ବୋଦୟ ମଣ୍ଡଳର ସଭାପତି କୈଳାସ ଚନ୍ଦ୍ର ସାହୁସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଡକ୍ଟର ରୁଦ୍ର ପ୍ରତାପ ଦାସ ଶିକ୍ଷାରେ ଚରିତ୍ରଗଠନ…
ଶ୍ରୀ ଶ୍ରୀ ବିଶ୍ୱନାଥ ମହାଦେବ ମନ୍ଦିରରେଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ
ଭୁବନେଶ୍ୱର, ୩୧.୫ : ଡିଷ୍ଟି୍ରକ୍ଟ ସେଣ୍ଟର ଚନ୍ଦ୍ରଶେଖରପୁର ଭୁବନେଶ୍ୱରସ୍ଥିତ ଶ୍ରୀବିଶ୍ୱନାଥ ମହାଦେବ ମନ୍ଦିର, ହିନ୍ଦୁ ଦେବୋତ୍ତର ବିଭାଗ (୮୯୯ବି.କେ(ଏମ୍) ମନ୍ଦିର ଶୈବପୀଠରେଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଦେବଦମ୍ପତ୍ତିଙ୍କର ବିବାହ ଓ ଶୀତଳ ଷଷ୍ଠୀ କାର୍ଯ୍ୟ ମହାସମାରୋହରେପାଳିତ ହୋଇଯାଇଛି । ୩୦ ତାରିଖ ଶୁକ୍ରବାର ରାତି୍ରରେ ଶିବ ବିବାହ ଉତ୍ସବରେ ଶ୍ରୀପଦ୍ମଲୋଚନ ପଣ୍ଡା, ସିମୁଳିଆ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତାଯୋଗଦେଇ ବିବାହ କାର୍ଯ୍ୟ ସମାପନ ପର୍ଯ୍ୟନ୍ତ ରାତି୍ରରେ ଉପଭୋଗ କରୁଥିବା ବେଳେ ୩୧ତାରିଖ…
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସରକାରଙ୍କୁ ସାଧୁବାଦ
ଭୁବନେଶ୍ୱର ତା 31/05/25 ଗତ ଦୁଇ ବର୍ଷ ଧରି ମାଷ୍ଟର କ୍ୟାଣ୍ଟିନ ଛକର ନାମ ପରିବର୍ତ୍ତନ କରି “ଐତିହ୍ୟ ଛକ” ଦେବା ପାଇଁ ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଙ୍କ ସଂଯୋଜନା ରେ ପୂଜ୍ୟ ପୂଜାସଂସ୍କୃତି ସୁରକ୍ଷା ଅଭିଯାନ ଦାଵି କରି ଆସିଥିଲା ।ଏପରିକି ଯଦି ଐତିହ୍ୟ ଘୋଡା ହଟେ ତେବେ ପ୍ରଦ୍ୟୁମ୍ନଶତପଥି ଙ୍କ ଶରୀର ମଧ୍ୟ ଦେଇ ହଟିବ ବୋଲି ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଶତପଥି ଦୃଢ ଭାବେ ମତ ବ୍ୟକ୍ତ କରିଥିଲେ lପରିବର୍ତ୍ତିତ…
ସାମ୍ବାଦିକମାନଙ୍କ ପାଇଁପେନସନ ଲାଗୁ କରିବାକୁ ଦାବି
ଭୁବନେଶ୍ୱର, ୧.୬ : ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନେ ଏକଜୁଟ ହେଲେରାଜ୍ୟ ସରକାର ଏବଂ ସମ୍ବାଦପତ୍ର ଶିଳ୍ପର ସହଯୋଗରେ ସାମ୍ବାଦିକମାନଙ୍କୁ ଅବଦାନମୂଳକପେନସନ ମିଳିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀପ୍ରଫୁଲ୍ଲ ଘଡ଼ାଇ ପ୍ରକାଶ କରିଛନ୍ତି । ଓଡ଼ିଶା ପ୍ରେସ୍ ଏକାଡ଼େମୀର ୩୧ତମବାର୍ଷିକ ଉତ୍ସବ ଅବସରରେ ଶ୍ରୀ ଘଡ଼ାଇ କହିଛନ୍ତି ଯେ, ସମସ୍ତଙ୍କ ମିଳିତ ଉଦ୍ୟମରେଆଶା କରାଯାଉଥିବା କାର୍ଯ୍ୟ ନିଶ୍ଚୟ ପୂରଣ ହୋଇପାରିବ ।ଅନ୍ୟତମ ଅତିଥି ପୂର୍ବତନ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବିଜେପିରବରିଷ୍ଠ…
ରଘୁନାଥପୁର ତହସିଲଦାର ଙ୍କ ବଦଳି ବାତିଲ ପାଇଁ ଅଣ୍ଟାଭିଡୁଛନ୍ତି ସାଂସଦ ବଦଳି ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ସଚେତନ ନାଗରିକଙ୍କ ଦାବୀ
ଜଗତସିଂହପୁର ତା ୮/୫(ନିପ୍ର) ରଘୁନାଥପୁର ଅଂଚଳର ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗକୁ ଭିତିକରି ରାଜ୍ୟ ସରକାର ରଘୁନାଥପୁର ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତହସିଲକୁ ବଦଳି କରିଛନ୍ତି। ତାଙ୍କର ବଦଳି ନାମାକୁ ଅଂଚଳର କିଛି ଦୁର୍ନୀତିଗ୍ରସ୍ତ କୁଜିନେତା ଓ ଜୈନିକ ସାଂସଦ ବାତିଲ କରିବା ପାଇଁ ମସୁଧା ଚଳାଇଥିବା କଥା ଅଞ୍ଚଳରେ ଚର୍ଚ୍ଚାଜୋର ଧରିଥିବାବେଳେ ଏହାକୁ ବିରୋଧ କରି ଗୁରୁବାର ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରା…
