50+

ଭାଷା

ଭାଷା


English English
አማርኛ Amharic
العربية Arabic
العربية - الأردن Arabic (Jordanian)
العربية التونسية Arabic (Tunisian)
Armenian Armenian
Sign Language American Sign Language
বাংলা Bengali (India)
भोजपुरी Bhojpuri
Bosanski Bosnian
မြန်မာဘာသာ Burmese
中文(繁體,香港) Cantonese (Traditional)
中文(简体) Chinese (Simplified)
中文(繁體) Chinese (Traditional)
Hrvatski Croatian
Français French
Deutsch German
ગુજરાતી Gujarati
Hausa Hausa
हिन्दी Hindi
Bahasa Indonesia Indonesian
Italiano Italian
日本語 Japanese
ಕನ್ನಡ Kannada
한국어 Korean
Кыргызча Kyrgyz
کوردی Kurdish
ພາສາລາວ Lao
𑒧𑒻𑒟𑒱𑒪𑒲 Maithili
മലയാളം Malayalam
मराठी Marathi
नेपाली Nepali
ଓଡ଼ିଆ Odia
فارسی Persian/Farsi
Polski Polish
Português Portuguese
ਪੰਜਾਬੀ Punjabi
ਪੰਜਾਬੀ (ਪੱਛਮੀ) Punjabi (Western)
Русский Russian
Română Romanian
Slovenščina Slovenian
Soomaali Somali
Español Spanish
Kiswahili Swahili
தமிழ் Tamil
తెలుగు Telugu
ไทย Thai
Türkçe Turkish
اردو Urdu
Tiếng Việt Vietnamese
Yorùbá Yoruba
path
Jesus pointing

ଶିଷ୍ୟ ନିର୍ମାଣ  ପ୍ରଶିକ୍ଷଣ  ଯୀଶୁ ଅନୁଗାମୀମାନଙ୍କ ଦଳ ପାଇଁ

ଯୀଶୁଙ୍କ ଭଳି ହୋଇଯିବା... ଏକାଠି

ସମୀକ୍ଷା

  • ଗୋଷ୍ଠୀ ଆଲୋଚନା
  • ସ୍ୱୟଂ ସହାୟକ
  • ଅଭ୍ୟାସ ଭିତ୍ତିକ
  • 32 ଧାରଣା ଏବଂ ଦକ୍ଷତା
  • ୨୦ ଘଣ୍ଟିଆ ପ୍ରଶିକ୍ଷଣ
Group doing zume

ମାଗଣା. ଯେକୌଣସି ସମୟରେ. ଯେକୌଣସି ସ୍ଥାନରେ।

ଅନ୍ତର୍ଦୃଷ୍ଟି ଲାଭ କରିବା..।

Being a disciple

ଜଣେ ଶିଷ୍ୟ ହେବା

  • ଜଣେ ଶିଷ୍ୟ କ'ଣ?
  • ମଣ୍ଡଳୀ କ'ଣ ?
  • ଆଧ୍ୟାତ୍ମିକ ଅଭିବୃଦ୍ଧିର ଚାବି
  • ବ୍ୟକ୍ତିଗତ ବାଇବଲ ଅଧ୍ୟୟନ
  • ଶକ୍ତିଶାଳୀ ପ୍ରାର୍ଥନା ଜୀବନ
  • ଆଜ୍ଞାବହ ବିଶ୍ବାସର ଶକ୍ତି
Being a disciple

ଶିଷ୍ୟ ନିର୍ମାଣ

  • ଈଶ୍ବରଙ୍କ କାହାଣୀ ବାଣ୍ଟିବା
  • ନିଜ କାହାଣୀ କହିବା
  • ସନ୍ଧାନକାରୀଙ୍କୁ ନିୟୋଜିତ କରିବା
  • ଦର୍ଶନ ପ୍ରସ୍ତାବନା ବିସ୍ତାର କରିବା
  • ଏକ ସରଳ ମଣ୍ଡଳୀର ନେତୃତ୍ୱ
  • ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା
ମୁଁ ପ୍ରସ୍ତୁତ ଅଛି !

ସାଧାରଣ ଲୋକ । ସରଳ ପଦକ୍ଷେପ ।

zume video

ଏହା କିପରି କାର୍ଯ୍ୟ କରେ

play button

ମାଗଣା ପଞ୍ଜୀକରଣ ଆପଣଙ୍କୁ ସମସ୍ତ ପ୍ରଶିକ୍ଷଣ ସାମଗ୍ରୀ ଏବଂ ଅନଲାଇନ୍ କୋଚିଂ ପାଇଁ ସପୂର୍ଣ୍ଣ ପ୍ରବେଶ ପ୍ରଦାନ କରେ ।

play button

ଶିକ୍ଷଣୀୟ ଭିଡ଼ିଓ ଆପଣଙ୍କ ଗୋଷ୍ଠୀକୁ ଶିଷ୍ୟମାନଙ୍କୁ ବହୁଗୁଣିତ କରିବାର ମୌଳିକ ନିୟମ ବୁଝିବାରେ ସାହାଯ୍ୟ କରେ ।

play button

ଦଳୀୟ ଆଲୋଚନା ଆପଣଙ୍କ ଗୋଷ୍ଠୀକୁ କ'ଣ ବଣ୍ଟାଯାଉଥିବା ବିଷୟରେ ଚିନ୍ତା କରିବାରେ ସାହାଯ୍ୟ କରେ ।

play button

ସରଳ ଅଭ୍ୟାସ ଆପଣଙ୍କ ଗୋଷ୍ଠୀକୁ ଆପଣ ଶିଖୁଥିବା ବିଷୟକୁ ପ୍ରୟୋଗ କରିବାରେ ସାହାଯ୍ୟ କରେ ।

play button

ଅଧିବେଶନ ଆହ୍ୱାନ ଆପଣଙ୍କ ଗୋଷ୍ଠୀକୁ ଅଧିବେଶନ ମଧ୍ୟରେ ଶିଖିବା ଏବଂ ବୃଦ୍ଧି କରିବାରେ ସାହାଯ୍ୟ କରେ।

zume video
ଯୁମେ ବିଷୟରେ ଅଧିକ

ନିଜସ୍ଵ ପ୍ରଶିକ୍ଷଣ ଗୋଷ୍ଠୀ ସୃଷ୍ଟି କରନ୍ତୁ

ଏକ ପ୍ରଶିକ୍ଷଣ ଗୋଷ୍ଠୀରେ ଯୋଗ ଦିଅନ୍ତୁ

କିଛି ବନ୍ଧୁଙ୍କୁ ଏକତ୍ରିତ କରନ୍ତୁ କିମ୍ବା ଏକ ଛୋଟ ଗୋଷ୍ଠୀ ସହିତ ଏହି ପାଠ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ । ନିଜସ୍ୱ ପ୍ରଶିକ୍ଷଣ ଗୋଷ୍ଠୀ ସୃଷ୍ଟି କରନ୍ତୁ ଏବଂ ଆପଣଙ୍କ ଅଗ୍ରଗତି ଉପରେ ନଜର ରଖନ୍ତୁ ।

ସୃଷ୍ଟି କରନ୍ତୁ

ଏକ ପ୍ରଶିକ୍ଷଣ ଗୋଷ୍ଠୀରେ ଯୋଗ ଦିଅନ୍ତୁ

ଏକ ପ୍ରଶିକ୍ଷଣ ଗୋଷ୍ଠୀରେ ଯୋଗ ଦିଅନ୍ତୁ

ଯଦି ଆପଣ ବର୍ତ୍ତମାନ ଏକ ଗୋଷ୍ଠୀ ଏକାଠି କରିପାରିବେ ନାହିଁ, ତେବେ ଏକ ଅଭିଜ୍ଞ ଯୁମେ କୋଚ୍ ଙ୍କ ନେତୃତ୍ୱରେ ଆମର ଅନଲାଇନ୍ ପ୍ରଶିକ୍ଷଣ ଗୋଷ୍ଠୀରେ ଯୋଗଦେବାକୁ ବିଚାର କରନ୍ତୁ ।

ଯୋଗ ଦିଅନ୍ତୁ

ଏକ କୋଚ ଅନୁରୋଧ କରନ୍ତୁ

ଅଭିଜ୍ଞ

ଆମେ ଆପଣଙ୍କୁ ମାଗଣା ଯୁମେ କୋଚ୍ ଙ୍କ ସହ ଯୋଡି ପାରିବା ଯିଏ ଆପଣଙ୍କୁ ପ୍ରଶିକ୍ଷଣ ବୁଝିବା ଏବଂ ଫଳପ୍ରଦ ଶିଷ୍ୟ ହେବା ପାଇଁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ସାହାଯ୍ୟ ପ୍ରାପ୍ତ କରନ୍ତୁ

ବାସ୍ତବ ଲୋକ... ବାସ୍ତବ କାହାଣୀ ।

Real people

ମୁଁ ଅନେକ ବର୍ଷ ଧରି ବାଇବଲ ଅଧ୍ୟୟନ ଏବଂ ଚର୍ଚ୍ଚରେ ନିଷ୍ଠାର ସହ ଯୋଗ ଦେଇଥିଲି, କିନ୍ତୁ କୌଣସି ପ୍ରକାରେ ଶିଷ୍ୟ ନିର୍ମାଣ କରିବା ବିଷୟରେ ସରଳ ସତ୍ୟକୁ ବୁଝିପାରିନଥିଲି ଯାହା ମୁଁ ଏଠାରେ ଯୁମେରେ ପାଇଲି । ~ ସି

ଯେ କେହି ଏହା କରିପାରେ । ଏଥିପାଇଁ ଆପଣଙ୍କୁ କୌଣସି ବିଶେଷ ଦକ୍ଷତା କିମ୍ବା ପ୍ରଶିକ୍ଷଣର ଆବଶ୍ୟକତା ନାହିଁ । ~ ଜେ

ଏହା ସେହି ସମସ୍ତ ଶିଷ୍ୟମାନଙ୍କ ପାଇଁ ଯେଉଁମାନେ ମହାନ ଆଜ୍ଞା ପାଳନ କରିବାକୁ ଚାହାଁନ୍ତି। ଯୁମେ ପ୍ରଶିକ୍ଷଣ ଏକ ସାଧାରଣ ଖ୍ରୀଷ୍ଟିଆନ ଜୀବନଶୈଳୀକୁ ସୂଚାଇଥାଏ । ~ ଡି

ଏହି ଧାରଣା ଓ କୌଶଳ ଆମ ମଣ୍ଡଳୀ ଓ ଦୁନିଆ ଉପରେ ଆମର ପ୍ରଭାବକୁ ବଦଳାଇ ଦେଇଥିଲା । ~ ଆର

Zúme = ଖମୀର

ଯୁମେର ଅର୍ଥ ଗ୍ରୀକ୍ ଭାଷାରେ ଖମୀର । ମାଥିଉ ୧୩:୩୩ରେ ଯୀଶୁ ଏହି କଥା କହିଛନ୍ତି, "ସ୍ୱର୍ଗରାଜ୍ୟ ଖମୀର ସଦୃଶ, ଯାହାକୁ ଜଣେ ସ୍ତ୍ରୀ ଲୋକ ନେଇ ବହୁତ ଗୁଡ଼ିଏ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ତାହା ସମସ୍ତ ଖମୀରମୟ ହେଲା ।" ଏହା ଦର୍ଶାଏ ଯେ କିପରି ସାଧାରଣ ଲୋକମାନେ, ସାଧାରଣ ସମ୍ବଳ ବ୍ୟବହାର କରି କିପରି ଈଶ୍ବରଙ୍କ ରାଜ୍ୟ ପାଇଁ ଅସାଧାରଣ ପ୍ରଭାବ ପକାଇପାରିବେ । ଆମ ପିଢ଼ି ମଧ୍ୟରେ ଶିଷ୍ୟମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇ ସମଗ୍ର ପୃଥିବୀକୁ ପରିପୂର୍ଣ୍ଣ କରିବା ପାଇଁ ଜୁମେ ସାଧାରଣ ବିଶ୍ବାସୀମାନଙ୍କୁ ସଜ୍ଜିତ ଓ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ।

ଆପଣ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ କି?

Registration desk

ମାଗଣା ପଞ୍ଜୀକରଣ ।

group around a table

ଏକ ଗୋଷ୍ଠୀ ଏକତ୍ର କରନ୍ତୁ ।

changing the world

ବିଶ୍ୱକୁ ପରିବର୍ତ୍ତନ କରିବା ।

ଆରମ୍ଭ କରନ୍ତୁ