ମାଗଣା ପଞ୍ଜୀକରଣ ଆପଣଙ୍କୁ ସମସ୍ତ ପ୍ରଶିକ୍ଷଣ ସାମଗ୍ରୀ ଏବଂ ଅନଲାଇନ୍ କୋଚିଂ ପାଇଁ ସପୂର୍ଣ୍ଣ ପ୍ରବେଶ ପ୍ରଦାନ କରେ ।
ଶିକ୍ଷଣୀୟ ଭିଡ଼ିଓ ଆପଣଙ୍କ ଗୋଷ୍ଠୀକୁ ଶିଷ୍ୟମାନଙ୍କୁ ବହୁଗୁଣିତ କରିବାର ମୌଳିକ ନିୟମ ବୁଝିବାରେ ସାହାଯ୍ୟ କରେ ।
ଦଳୀୟ ଆଲୋଚନା ଆପଣଙ୍କ ଗୋଷ୍ଠୀକୁ କ'ଣ ବଣ୍ଟାଯାଉଥିବା ବିଷୟରେ ଚିନ୍ତା କରିବାରେ ସାହାଯ୍ୟ କରେ ।
ସରଳ ଅଭ୍ୟାସ ଆପଣଙ୍କ ଗୋଷ୍ଠୀକୁ ଆପଣ ଶିଖୁଥିବା ବିଷୟକୁ ପ୍ରୟୋଗ କରିବାରେ ସାହାଯ୍ୟ କରେ ।
ଅଧିବେଶନ ଆହ୍ୱାନ ଆପଣଙ୍କ ଗୋଷ୍ଠୀକୁ ଅଧିବେଶନ ମଧ୍ୟରେ ଶିଖିବା ଏବଂ ବୃଦ୍ଧି କରିବାରେ ସାହାଯ୍ୟ କରେ।
କିଛି ବନ୍ଧୁଙ୍କୁ ଏକତ୍ରିତ କରନ୍ତୁ କିମ୍ବା ଏକ ଛୋଟ ଗୋଷ୍ଠୀ ସହିତ ଏହି ପାଠ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ । ନିଜସ୍ୱ ପ୍ରଶିକ୍ଷଣ ଗୋଷ୍ଠୀ ସୃଷ୍ଟି କରନ୍ତୁ ଏବଂ ଆପଣଙ୍କ ଅଗ୍ରଗତି ଉପରେ ନଜର ରଖନ୍ତୁ ।
ସୃଷ୍ଟି କରନ୍ତୁଯଦି ଆପଣ ବର୍ତ୍ତମାନ ଏକ ଗୋଷ୍ଠୀ ଏକାଠି କରିପାରିବେ ନାହିଁ, ତେବେ ଏକ ଅଭିଜ୍ଞ ଯୁମେ କୋଚ୍ ଙ୍କ ନେତୃତ୍ୱରେ ଆମର ଅନଲାଇନ୍ ପ୍ରଶିକ୍ଷଣ ଗୋଷ୍ଠୀରେ ଯୋଗଦେବାକୁ ବିଚାର କରନ୍ତୁ ।
ଯୋଗ ଦିଅନ୍ତୁଆମେ ଆପଣଙ୍କୁ ମାଗଣା ଯୁମେ କୋଚ୍ ଙ୍କ ସହ ଯୋଡି ପାରିବା ଯିଏ ଆପଣଙ୍କୁ ପ୍ରଶିକ୍ଷଣ ବୁଝିବା ଏବଂ ଫଳପ୍ରଦ ଶିଷ୍ୟ ହେବା ପାଇଁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ।
ସାହାଯ୍ୟ ପ୍ରାପ୍ତ କରନ୍ତୁଯୁମେର ଅର୍ଥ ଗ୍ରୀକ୍ ଭାଷାରେ ଖମୀର । ମାଥିଉ ୧୩:୩୩ରେ ଯୀଶୁ ଏହି କଥା କହିଛନ୍ତି, "ସ୍ୱର୍ଗରାଜ୍ୟ ଖମୀର ସଦୃଶ, ଯାହାକୁ ଜଣେ ସ୍ତ୍ରୀ ଲୋକ ନେଇ ବହୁତ ଗୁଡ଼ିଏ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ତାହା ସମସ୍ତ ଖମୀରମୟ ହେଲା ।" ଏହା ଦର୍ଶାଏ ଯେ କିପରି ସାଧାରଣ ଲୋକମାନେ, ସାଧାରଣ ସମ୍ବଳ ବ୍ୟବହାର କରି କିପରି ଈଶ୍ବରଙ୍କ ରାଜ୍ୟ ପାଇଁ ଅସାଧାରଣ ପ୍ରଭାବ ପକାଇପାରିବେ । ଆମ ପିଢ଼ି ମଧ୍ୟରେ ଶିଷ୍ୟମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇ ସମଗ୍ର ପୃଥିବୀକୁ ପରିପୂର୍ଣ୍ଣ କରିବା ପାଇଁ ଜୁମେ ସାଧାରଣ ବିଶ୍ବାସୀମାନଙ୍କୁ ସଜ୍ଜିତ ଓ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ।