Pinned
+୨ ବିଜ୍ଞାନରେ ପଢିବାକୁ ଯାଉଥିବା କୌଣସି ଛାତ୍ର ବା ଛାତ୍ରୀ ଯଦି ଆର୍ଥିକ ଦୁର୍ବଳ ଥା'ନ୍ତି, ତେବେ ମୋତେ ଜଣେଇବେ । ମୋ ନିଜ ଉପାର୍ଜନରୁ ଦୁଇବର୍ଷର ଖର୍ଚ୍ଚ ବହନ କରିବି ।
ଯୋଗ୍ଯତା:
୧- କଟକରେ କୌଣସି ସରକାରୀ କଲେଜ
୨- ବହି ଖର୍ଚ୍ଚ ଓ ହଷ୍ଟେଲ ଖର୍ଚ୍ଚ
କୌଣସି ସଂସ୍ଥା ସହ ସମ୍ପର୍କ ନାହିଁ, ତେଣୁ ବେଶୀ କରିପାରିବିନି
ରିଟୁଇଟ କରିବେ












