user avatar
Collector & DM, Jajpur
@dm_jajpur
Official Twitter Handle of District Administration, Jajpur, Government Of Odisha
Jajpur
Joined June 2017
Posts
  • Pinned
    user avatar
    ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ(SIR) ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। #SIR2026 #JajpurDistrict #Odisha
  • user avatar
    ଯାଜପୁର ଜିଲ୍ଲା ରେ ଆଜି ତା ୨୩/୪/୨୦୨୦ ରିଖ ଗୁରୁବାର ରାତି ୧୦ ଘଟିକା ଠାରୁ ରବିବାର ତା୨୬/୪/୨୦୨୦ ରିଖ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଗଲା। ଏହି ସମୟରେ କର୍ଫ୍ୟୁ ଭଳି ବ୍ୟବସ୍ଥା ବଳବତ୍ତର ରହିବ। କେବଳ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ନିମିତ୍ତ ମେଡିସିନ ଦୋକାନ ଖୋଲା ରହିବ।
  • user avatar
    Ms. P. Anvesha Reddy, IAS has taken over the charges of Collector & District Magistrate, Jajpur today.
  • user avatar
    ଯାଜପୁର ଜିଲ୍ଲା ର ୨୧ ତମ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର। ସୋମବାର ପୂର୍ବାହ୍ନରେ ମା ବିରଜାଙ୍କ ମନ୍ଦିର ବାହାରେ ମା ଙ୍କୁ ପ୍ରଣାମ କରି ଆଶୀର୍ବାଦ କାମନା କରିଥିଲେ ଶ୍ରୀ ରାଠୋର। ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ।
  • user avatar
  • user avatar
  • user avatar
    ଯାଜପୁର ଜିଲ୍ଲା ବୈତରଣୀ ନଦୀ କୂଳ ବାରୁଣୀ ଶ୍ମଶାନ ରେ ପଦ୍ମଶ୍ରୀ ସ୍ୱର୍ଗତ ନନ୍ଦ କିଶୋର ପୃଷ୍ଟି ଙ୍କ ଶେଷକୃତ୍ୟ ସଂପନ୍ନ। ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ଗାର୍ଡ ଅଫ୍ ଅନର୍ ପ୍ରଦାନ। 🙏🏽
  • user avatar
    ଯାଜପୁର ଜିଲ୍ଲାର ଜନସାଧାରଣଙ୍କ ଅବଗତି ନିମନ୍ତେ ଜରୁରୀ ସୂଚନା। ଗତକାଲି ଠାରୁ ଯାଜପୁର ଜିଲ୍ଲାର କୋରେଇ, ଦାନଗଦି, ଯାଜପୁର, ଧର୍ମଶାଳା, ରସୁଲପୁର ଅଞ୍ଚଳରେ ଝାଡାବାନ୍ତି ବ୍ୟାପୁଥିବାରୁ ରୋଗୀମାନେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।୧/୩
    00:00
  • user avatar
    Vaccination plan for the day. Note :For 18-45 Vaccination need to book Online only.
  • user avatar
    ଆପଣଙ୍କର ଯାଜପୁର ଜିଲ୍ଲା ପ୍ରତି ସ୍ୱାଭିମାନ ପୂର୍ବକ ବାର୍ତା ପାଇଁ ଅଶେଷ ଧନ୍ୟବାଦ । ଜିଲ୍ଲା ପ୍ରଶାସନ କରୋନା ସହ ବର୍ଷା ଓ ବନ୍ୟାର ମୁକାବିଲାରେ ବ୍ୟସ୍ତଥିବାରୁ ଏହି ବାର୍ତାକୁ ଦେଖିବାରେ ବିଳମ୍ବ ହୋଇଥିଲା । ଉଦ୍ଦାର ଓ ଥଇଥାନ କାର୍ଯ୍ୟକୁ ପ୍ରଶାସନ ଗୁରୁତ୍ବ ଦେଇଛି । ତେବେ ଆପଣଙ୍କର ସହୃଦୟପୂର୍ଣ୍ଣ ମତାମତ ପାଇଁ ପୁନଶ୍ଛ ଧନ୍ୟବାଦ ଦେଉଛି
  • user avatar
  • user avatar
    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। #ଜୟଜଗନ୍ନାଥ #RathYatra2021
  • user avatar
    Online Slots for Vaccination of 18-44 yrs available at 6PM today for vaccination on dt.27.08.2021 for all Blocks & Municipalities
  • user avatar