user avatar
Sampad Swain
@SampadSwainBJP
MoS (I/C) for Industries, Skill Development and Technical Education, Government of Odisha. MLA(AC), Paradeep. Views personal. RTs not endorsement.
Joined April 2017
Posts
  • user avatar
    ଗତକାଲି ଲୋକସେବା ଭବନ ଠାରେ 'ହିନ୍ଦଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍'ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତୀଶ ପାଏ ସାକ୍ଷାତ କରିବା ସହ ଓଡ଼ିଶାରେ ହିନ୍ଦଲକୋର କାର୍ଯ୍ୟକଳାପ ଏବଂ ଭବିଷ୍ୟତରେ ପୁଞ୍ଜିନିବେଶ ବିଷୟରେ ଆଲୋଚନା କରିଛନ୍ତି l
  • user avatar
    ୨୪ ବର୍ଷର @bjd_odisha ସରକାରଙ୍କ ଉପଲବ୍ଧି - "ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାରେ ବିଫଳ, ଦାଦନ ଶ୍ରମିକ ସୃଷ୍ଟି କରିବାରେ ସଫଳ"
    00:00
  • user avatar
    ଶାନ୍ତି ଓ ଶୃଙ୍ଖଳାର ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସମାପନ ହେଲା "କଳିଙ୍ଗ ବାଲିଯାତ୍ରା" l ଧନ୍ୟବାଦ ପାରାଦ୍ଵୀପ 🙏
    00:00
  • user avatar
    ଜୟ ଜଗନ୍ନାଥ🙏
  • user avatar
    Had a productive meeting with Dr. Udai Shanker Awasthi, CEO & MD, IFFCO and Shri K.J. Patel, Director & Unit Head, IFFCO Paradip at Lok Seva Bhawan, today. We discussed important development projects and issues related to Paradip.
  • user avatar
    'ସୁଦକ୍ଷା ଯୋଜନା'ରେ ଉପକୃତ ହୋଇଥିବା ୧୦୦ ଜଣ ଛାତ୍ରୀଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଭୁବନେଶ୍ୱର ପଲିଟେକନିକର ଅଧ୍ୟକ୍ଷ ଶ୍ରୀ ରଜତ୍ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ '୧୦୦ ଝିଅଙ୍କ ସଫଳତାର କାହାଣୀ' ଶୀର୍ଷକ ପୁସ୍ତକକୁ ଉନ୍ମୋଚନ କଲି l
  • user avatar
    'ଦକ୍ଷ ଓଡ଼ିଶା - ବିକଶିତ ଓଡ଼ିଶା' ଓଡ଼ିଶା ହେବ ଦକ୍ଷତା ବିକାଶର ପ୍ରୟୋଗଶାଳା l
  • user avatar
    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdishaଙ୍କ ଅଧ୍ୟକ୍ଷତାରେ ଗତକାଲି ଲୋକସେବା ଭବନ ଠାରେ ଅନୁଷ୍ଠିତ ୩୬ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ବୈଠକରେ ୧୨ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପର ଅନୁମୋଦନ କରାଯାଇଛି ଏବଂ ଏଥିପାଇଁ ୩୯ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜି ବିନିଯୋଗକୁ ମଞ୍ଜୁର ଦିଆଯାଇଛି l
  • user avatar
    ପାରାଦ୍ଵୀପ ବାଲିଯାତ୍ରାର ଇତିହାସ ପୃଷ୍ଠାରେ ଯୋଡ଼଼ିହେଲା ନୂତନ ଫର୍ଦ୍ଦ ! ଉତ୍କଳୀୟ ସଂସ୍କୃତି ଓ ନୌବାଣିଜ୍ୟ ପରମ୍ପରାର ମହୋତ୍ସବ 'କଳିଙ୍ଗ ବାଲିଯାତ୍ରା' ଏବଂ 'ବୋଇତ ବନ୍ଦାଣ'କୁ ଉଦଘାଟନ କରିବା ସହ ମୁକସାକ୍ଷୀ ସାଜିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha l
    00:00
  • user avatar
    ଲୋକସେବା ଭବନ ଠାରେ ଓଡ଼ିଆ ସିନେ ଅଭିନେତା ଶ୍ରୀ @sabyaactorଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ହୋଇଛି l ଏହି ଅବସରରେ ତାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର 'ଅନନ୍ତା'ର ସଫଳତା ପାଇଁ ଅଭିନନ୍ଦନ ଜଣାଇଲି l ଅନନ୍ତା ଚଳଚ୍ଚିତ୍ରଟି ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ 'ରାଣ୍ଡିପୁଅ ଅନନ୍ତା'ରୁ ଅନୁପ୍ରାଣିତ l ଆମେ ଓଡ଼ିଆ
  • user avatar
    ପବିତ୍ର 'ରାକ୍ଷୀ ପୂର୍ଣ୍ଣିମା' ତଥା ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପୁଣ୍ୟ ଜନ୍ମୋତ୍ସବ, 'ଗହ୍ମା ପୂର୍ଣ୍ଣିମା' ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଭାତୃତ୍ଵ ଓ ସଦଭାବନାର ଏହି ପବିତ୍ର ପର୍ବ ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରୁ l
  • user avatar
    ଜୟ ଜଗନ୍ନାଥ 🙏
  • user avatar
    ଓଡିଶାର ଶିଳ୍ପ କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ମହୋଦୟଙ୍କ ଅବଦାନ ନେଇ ପବିତ୍ର ଗୃହରେ ମାନ୍ୟବର କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା ଆପେକ୍ଷ କରି ଯେଉଁ ପ୍ରଶ୍ନ କରିଥିଲେ, ତା'ର ଜବାବ ରଖିଲି l
    00:00
  • user avatar
    ଜଗତସିଂହପୁର ଜିଲ୍ଲାରେ ମେଡିକାଲ କଲେଜ ଓ ଗ୍ରୀନଫିଲ୍ଡ଼ ବିମାନବନ୍ଦର ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ ଦେଇ ଜଗତସିଂହପୁରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନକୁ ସାକାର କରିଥିବାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodiଜୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdishaଜୀଙ୍କୁ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରୁଛି l
    00:00