ପୂର୍ବ ସରକାରଙ୍କ ବିଜ୍ଞାପନ ସର୍ବସ୍ୱ ମଡେଲ୍ ଓ ମିଛ ପ୍ରଚାର ଯୋଗୁଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା, ଯେଉଁଠି ବିଦ୍ୟାଳୟଗୁଡ଼ିକ ସ୍ଥାୟୀ ଶିକ୍ଷକ ଓ ମୌଳିକ ସୁବିଧାରୁ ବଞ୍ଚିତ ଥିଲେ। କିନ୍ତୁ ଆଜି ଲୋକଙ୍କ ସରକାରଙ୍କ ଦୃଢ଼ ନୀତି ଯୋଗୁଁ ଶିକ୍ଷା କ୍ଷେତ୍ରରେ ବାସ୍ତବ ବିକାଶ ଆସିଛି। ଆମେ ବିଗତ ଦୁଇ ବର୍ଷରେ ୨୬ ହଜାର
00:00




















