Pinned
ଧନ୍ୟବାଦ ଓଡ଼ିଶା 🙏🙏
ଆସାମରେ ଭାରତୀୟ ଜନତା ପାର୍ଟି ନେତୃତ୍ବରେ ଏନଡିଏର ଐତିହାସିକ ବିଜୟ ପରେ ଓଡ଼ିଶାରେ ଆଜି ଭୁବନେଶ୍ଵର ବିମାନବନ୍ଦର ଠାରୁ ଭାରତୀୟ ଜନତା ପାର୍ଟି ପ୍ରଦେଶ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ’ରେ ସାମିଲ୍ ହୋଇଥିଲି । ଏହି ଅବସରରେ ସାଧରଣ ଜନତା ତଥା ଆମ କାର୍ଯ୍ୟକର୍ତ୍ତାଙ୍କ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଦେଖି
00:00







