ଆସନ୍ତା ଜୁନ୍ ୧୬ ତାରିଖରୁ #ମୋ_ଘର ଯୋଜନାର ସୁବିଧା ପାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଅଧିକ ସୂଚନା ପାଇଁ ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ କିମ୍ବା rhodisha.gov.in/moghara ରେ କ୍ଲିକ୍ କରନ୍ତୁ। ପଞ୍ଜୀକରଣର ସରଳ ପ୍ରକ୍ରିୟା ନିମ୍ନରେ ପ୍ରଦତ୍ତ।
#MoGhara #RuralHousing #Odisha #PuccaGhar
00:00
















