OSRTC bus services will resume on the following routes w.e.f. 06.07.21 (Tuesday)
#NoMaskNoEntry
@CTOdisha @STAOdisha
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC
4,977 posts
Official Twitter account of the Odisha State Road Transport Corporation
- ଓଡ଼ିଶାରେ ଆପଣଙ୍କ ପସନ୍ଦର ଭ୍ରମଣ ସ୍ଥାନ କେଉଁଟି ? ନିମ୍ନରେ କମେଣ୍ଟ ସ୍ଥାନରେ ଲେଖି ଆପଣଙ୍କ ମତ ଜଣାନ୍ତୁ । #ସଂଯୋଗକରୁଛିଓଡ଼ିଶା
- Quiz For Hockey How well do you know the game? Let's see how many of you can get it right! Participate and few Lucky winners stand a chance to win exciting rewards. #HockeyWorldCup2023 #QuizForHockey
- Quiz For Hockey Let's quiz your hockey knowledge! Participate and guess the correct answer to stand a chance to receive wonderful prizes. #HockeyWorldCup2023 #QuizForHockey
- ଉତ୍ସବର ଋତୁକୁ ଅଧିକ ଚିତ୍ତାକର୍ଷକ କରିବା ପାଇଁ ଆମର ରଥଯାତ୍ରା କୁଇଜରେ ଅଂଶଗ୍ରହଣ କରନ୍ତୁ। ନିମ୍ନ କମେଣ୍ଟରେ ଆପଣଙ୍କର ଉତ୍ତର ସେୟାର କରନ୍ତୁ। ଆସନ୍ତୁ ଦେଖିବା ଆପଣମାନଙ୍କ ମଧ୍ୟରୁ କେତେଜଣ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସହିତ ଜଡ଼ିତ ଅଛନ୍ତି। #ଓଏସ୍ଆରଟିସିସହରଥଯାତ୍ରା #ରଥଯାତ୍ରା୨୦୨୩ #ସଂଯୋଗକରୁଛିଓଡ଼ିଶା
- ପୁରୀ ରୁ ଅଯୋଧ୍ୟା, ପୁରୀ ରୁ ତିରୁପତି, ପୁରୀ ରୁ ଉଜ୍ଜୈନ, ପୁରୀ ରୁ ହାଇଦ୍ରବାଦ, ପୁରୀ ରୁ ଭିଲାଇ, ଭୁବନେଶ୍ୱର ରୁ ବିଶାଖାପାଟନମ୍, ରାଇଘର ରୁ ହାଇଦ୍ରାବାଦ୍, ଭବାନୀପାଟଣା ରୁ ହାଇଦ୍ରାବାଦ୍ ରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ର ନୂତନ ବିସ୍ତୃତ ମାର୍ଗ ବିବରଣୀ ପ୍ରଦାନ କରାଯାଇଛି ।
- ୬୬ଟି ରୁଟରେ ସର୍ବସାଧାରଣଙ୍କ ପାଇଁ ବସ ସେବା ଆରମ୍ଭ ହେଉଛି ଆସନ୍ତା କାଲି ଠାରୁ ସମଗ୍ର ରାଜ୍ୟରେ I ବିନା ମାସ୍କରେ ଯାତ୍ରା କରିପାରିବେ ନାହିଁ I ଠିଆ ହୋଇ ଯାତ୍ରା କରିପାରିବେ ନାହିଁ I ଯାତ୍ରୀ ମାନଙ୍କୁ ଅନୁରୋଧ ସମସ୍ତ ନିୟମକୁ ମାନନ୍ତୁ Iଏହି ନିୟମ ଆପଣଙ୍କ ସୁରକ୍ଷା ପାଇଁ I @arunbothra
- ରାକ୍ଷୀ ପୂର୍ଣ୍ଣିମା କୁଇଜରେ ସାମିଲ ହୁଅନ୍ତୁ ଏବଂ ଓଏସ୍ଆରଟିସି ପରିବାର ସହିତ ଆପଣଙ୍କ ସମ୍ପର୍କକୁ ମଜଭୁତ କରନ୍ତୁ! କମେଣ୍ଟରେ ଆପଣଙ୍କ ଉତ୍ତର ଦେଇ ଏହି ବିଶେଷ ଅବସରକୁ ଆମ ସହିତ ପାଳନ କରନ୍ତୁ। ଆପଣ ସମସ୍ତଙ୍କୁ ରାକ୍ଷୀ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭକାମନା #ରାକ୍ଷୀକୁଇଜ୍ #ସଂଯୋଗକରୁଛିଓଡ଼ିଶା
- New Routes. New Journeys. The Shri Jagannath Express is Here! Hon’ble Chief Minister to flag off OSRTC’s New Interstate Shri Jagannath Express Bus Services in 3rd June 2025. Bus services will commence operations effective 4th June 2025.
- ନିମ୍ନଲିଖିତ ମଧ୍ୟରୁ ସଠିକ୍ ରଙ୍ଗଟିକୁ ବାଛନ୍ତୁ ଏବଂ @OSRTC_Odisha ସହିତ ଓଡ଼ିଶା ଭ୍ରମଣ କରି ଯାତ୍ରାର ଆନନ୍ଦ ନିଅନ୍ତୁ। ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ଟିକେଟ୍ ଉପଲବ୍ଧ। ଆପଣଙ୍କ ଯାତ୍ରା ସୁଖମୟ ହେଉ।। #ସଂଯୋଗକରୁଛିଓଡ଼ିଶା #ଓଏସ୍ଆରଟିସିବସ
- 📢 ସୂଚନା ଆମର ଯାତ୍ରୀମାନଙ୍କୁ ଉନ୍ନତ ଆରାମ ଏବଂ ନିରାପତ୍ତା ଯୋଗାଇ ଦେବା ପାଇଁ, @OSRTC_Odisha ଏହାର ସମଗ୍ର ଓଡ଼ିଶାରେ ଅବସ୍ଥିତ ୪୬ଟି ମାର୍ଗରେ ୮୬ଟି ପୁରୁଣା ବସ୍ କୁ ନୂତନ ଅତ୍ୟାଧୁନିକ ବସ୍ ସହିତ ବଦଳାଇ ଦେଇଛି | ମାର୍ଗ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି। @CTOdisha @STAOdisha @CMO_Odisha @MORTHIndia
- କୁମ୍ଭମେଳାରେ ଅଯୋଧ୍ୟାକୁ ଚିନ୍ତାମୁକ୍ତ ଯାତ୍ରା କରିବାକୁ ଚାହୁଁଛନ୍ତି କି ? ଓଡ଼ିଶାର ପୁରୀ,ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ଆନ୍ତଃରାଜ୍ୟ ଅଯୋଧ୍ୟାକୁ ଓଏସ୍ଆରଟିସିର ସ୍ବତନ୍ତ୍ର ବସ୍ ସେବାର ଯାତ୍ରା ମାର୍ଗ ସମ୍ପର୍କରେ ନିମ୍ନରେ ଦିଆଯାଇଥିବା ମାର୍ଗ ବିବରଣୀରୁ ଜାଣନ୍ତୁ । ଓଏସ୍ଆରଟିସି ସହ ଆପଣଙ୍କ ଯାତ୍ରା ମଙ୍ଗଳମୟ ହେଉ।
- Quiz For Hockey The Hockey Men's World Cup 2023 is happening in Odisha! Let's take a little quiz. Participate and guess the correct answer to win amazing prizes. #HockeyWorldCup2023 #QuizForHockey
- #QuizForHockey The energy of #Odisha's residents is on the top level as the State is gripping in #HockeyWorldCup2023 fever! You too can be a part of #HWC2023 by participating in the Quiz. Share your answers below & get a chance to win exciting prizes. #HockeyWorldCup





























