Debasmita Panda
1,152 posts
- କଣ ଫରକ ଅଛି କହିପାରିବେ କି? Who is no 1 Cm of Odisha? 👍♥️
- ଭାରତୀୟ ଯାତ୍ରା ପାର୍ଟିର ଚର୍ଚ୍ଚିତ ନାଟକ - ମୁଁ ରଙ୍ଗ ମିସ୍ତ୍ରୀ । ମୁଖ୍ୟ ଆକର୍ଷଣ - ଗୁରୁଜୀ #Odisha
- ଓଡିଶାର ରୂପାନ୍ତରଣର ନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ସାରଥୀ ଭିକେ ପାଣ୍ଡିଆନ । #Odisha #NaveenPatnaik #VkPandian
00:00 - ବିପର୍ଯ୍ୟୟ ପରିଚାଳନାର ମହାନାୟକ ନବୀନ ପଟ୍ଟନାୟକ । ବାତ୍ୟା, ବନ୍ୟାର ରାଜ୍ୟକୁ ନବୀନ କରିଛନ୍ତି ରୂପାନ୍ତରଣ, ବିପର୍ଯ୍ୟୟ ପରିଚାଳନାରେ ଆଜି ଓଡ଼ିଶା ବିଶ୍ୱରେ ସାଜିଛି ଉଦାହରଣ । #Odisha #Cyclones #CycloneInOdisha #NaveenPatnaik
- ପରିବହନର ନବୀନ ନୀତି, କେନ୍ଦ୍ର ଦେଲା ପ୍ରଶଂସାରେ ପୋତି । ପୁଣି ନବୀନଙ୍କ ଜନକଲ୍ଯାଣକାରୀ ଯୋଜନାକୁ କେନ୍ଦ୍ରର ସ୍ବୀକୃତି । ଜନ ପରିବହନ କ୍ଷେତ୍ରରେ ନବୀନ ସରକାରଙ୍କ ଅଭିନବ ପଦକ୍ଷେପକୁ ପ୍ରଶଂସା ସହ ପୁରସ୍କୃତ କରିଛନ୍ତି କେନ୍ଦ୍ର ସରକାର । #Odisha #Bhubaneswar #Transporte #NaveenPatnaik
00:00- ବିଜେପି ସରକାରରେ ଏହା କି ପ୍ରକାର ବ୍ୟବହାର? ବିଜେପି ସରକାରରେ ବାତ୍ୟା ମୁକାବିଲା ଏମିତି ହୁଏ ବୋଧେ । #Odisha #CycloneDana #BJP #DanaCyclone
00:00 - ଓଡ଼ିଶା ବିଜେପି ନେତା ମାନଙ୍କ ରିପୋର୍ଟ କାର୍ଡ ଦେଖି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ମନ ଯାଇଛି ଲାଖି । #Odisha #Bjp #NarendraModi #PMModi #BjpAntiOdisha ୧ - ରିପୋର୍ଟ କାର୍ଡ - ମୁଖ୍ୟମନ୍ତ୍ରି
- ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ । ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । ଜୟ ମା ତାରାତାରିଣୀ 🙏 #JaiMaaTaraTarini
- ଗର୍ଭବତୀ ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିପାରୁ ନଥିବା ବିଜେପି ସରକାର, ମହିଳାଙ୍କ ବିକାଶର ଫମ୍ପା ଡିଣ୍ଡିମ ପିଟୁଛି। #ମହିଳାସୁରକ୍ଷା #BJP @PravatiPOdisha @BJP4Odisha
00:00













