Pinned
ପଞ୍ଜାବରେ ମାନ୍ ସରକାର ଠିକା କର୍ମଚାରୀ ବ୍ୟବସ୍ଥା ବନ୍ଦ କଲେ।
ଓଡିଶାରେ ମଧ୍ୟ ଠିକା ପ୍ରଥା ବନ୍ଦ କରିବା ପାଇଁ ଆମ୍ ଆଦ୍ମୀ ପାର୍ଟି ସରକାର ନିହାତି ଜରୁରୀ । ଯୋଡି ହୁଅନ୍ତୁ ଆମ୍ ଆଦ୍ମୀ ପାର୍ଟି ସହିତ👇
📞ମିସ୍ କଲ କରନ୍ତୁ- 9938710101 ରେ କିମ୍ବା,
📝 aapodisha.org କୁ ଯାଇ ଫର୍ମ ପୂରଣ କରନ୍ତୁ ।



















