BJD is winning 85 Assembly seats after 3rd phase polls and with the 4th phase tomorrow, it will end up winning more than 115 seats out of a total of 147 and 15 Lok Sabha seats out of 21; and form Government in #Odisha with more than 3/4th majority, as stated by Party
Biju Janata Dal
25.3K posts
The Official handle of Biju Janata Dal, Odisha. Join us on : bjdodisha.org.in
Odisha, India
Joined August 2013
- ଗଣତନ୍ତ୍ରରେ ଜନାଦେଶ ସର୍ବଦା ଗ୍ରହଣୀୟ। ଦୀର୍ଘ ଦିନ ଧରି ସେବାର ସୁଯୋଗ ଦେଇଥିବାରୁ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ନିକଟରେ ବିଜୁ ଜନତା ଦଳ ଚିରଋଣୀ। ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ବିଜୁ ଜନତା ଦଳର ସମସ୍ତ କର୍ମୀ ଏବଂ ନେତୃବୃନ୍ଦଙ୍କୁ ଧନ୍ୟବାଦ। ଜନସେବାର ଦୃଢ଼ ସଂକଳ୍ପ ସହ ବିଜୁ ଜନତା ଦଳର
- ସେବା ପାଇଁ ସଂକଳ୍ପ ଆହୁରି ଦୃଢ଼ ହୋଇଛି। ସଭାପତି ଶ୍ରୀ @Naveen_Odisha ବିଧାନସଭାରେ ନବନିର୍ବାଚିତ ବିଧାୟକଙ୍କ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହୋଇ ବାଚସ୍ପତିଙ୍କ ଉପସ୍ଥିତିରେ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। ଲୋକଙ୍କ ଅକୁଣ୍ଠ ଭଲପାଇବା ଏବଂ ସମର୍ଥନରେ ରାଜ୍ୟ ହକ୍, ଅଧିକାରର ଲଢ଼େଇ ଆହୁରି ଜୋରଦାର ହେବ। #Odisha
00:00 - ସଭାପତି ଶ୍ରୀ @Naveen_Odishaଙ୍କ ନିର୍ଦ୍ଦେଶକ୍ରମେ କୌଣସି କାର୍ଯ୍ୟବଶତଃ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି। କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏହାକୁ ନେଇ ତଥ୍ୟବିହୀନ, ବିଭ୍ରାନ୍ତିକର, ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ତଥା ଅତ୍ୟନ୍ତ ଅରୁଚିକର ଖବର ପ୍ରସାରଣ କରୁଛନ୍ତି। ଦଳର ନେତା କୌଣସି ସ୍ଥାନକୁ ଗସ୍ତ କଲେ ଗଣମାଧ୍ୟମକୁ
- ଗର୍ବରେ ଫୁଲି ଉଠୁଛି ଓଡ଼ିଆଙ୍କ ଛାତି, ଦ୍ଵିତୀୟ ବିଶ୍ଵଯୁଦ୍ଧରେ ବିଜୁବାବୁଙ୍କ ପରାକ୍ରମକୁ ସମ୍ମାନ ଜଣାଇ ଦିଲ୍ଲୀ ସ୍ଥିତ ଋଷିଆ ଦୂତାବାସରେ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ ହୋଇଛି। #RussiaHonoursBijuPatnaik
00:00 - ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଦୀପାବଳି ପୂର୍ବରୁ ବଡ଼ ଭେଟି ଦେଇଛନ୍ତି। ଏହାଦ୍ୱାରା ୫୭,୦୦୦ରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ସ୍ଥାୟୀ ନିଯୁକ୍ତି ପାଇବାକୁ ଯାଉଥିବା ବେଳେ ଓଡ଼ିଶା ଇତିହାସରେ ଏହା ସ୍ବର୍ଣ୍ଣିମ ସମୟ ବୋଲି ସେ କହିଛନ୍ତି। #OdishaEndsContractualRecruitment
- ଦଳର ସର୍ବୋଚ୍ଚ ନେତା ହେଉଛନ୍ତି ଶ୍ରୀ @Naveen_Odisha, ତାଙ୍କ ନିର୍ଦ୍ଦେଶରେ ଦଳ କାମ କରୁଛି। ଦଳର ସଭାପତି ପରାଜୟ ନେଇ ସମୀକ୍ଷା କରିଛନ୍ତି। ପରାଜୟର କାରଣ ଖୋଜିବାକୁ ସଭାପତି କମିଟି ଗଠନ କରିବାକୁ ଯାଉଛନ୍ତି। ସଭାପତି ଆଗକୁ ମଧ୍ୟ ଆମମାନଙ୍କ ସାଥିରେ ରହି ଦଳ ପାଇଁ କାମ କରିବେ ବୋଲି ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ
00:00 - ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳର ୧ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୯ଟି ଲୋକସଭା ଏବଂ ୭୨ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ରାଜ୍ୟ ହକ୍, ଅଧିକାରର ଲଢ଼େଇ ପାଇଁ ଆଗେଇ ଆସନ୍ତୁ। ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପ୍ରତି ଆଶୀର୍ବାଦ ରଖନ୍ତୁ। #BJDWithOdisha
- ସଭାପତି ଶ୍ରୀ @Naveen_Odisha ଙ୍କ ଦୃଢ଼ ନେତୃତ୍ବରେ ରାଜ୍ୟ ସ୍ଵାର୍ଥ ପାଇଁ ବିଜୁ ଜନତା ଦଳର ଲଢ଼େଇ ହେବ ଆହୁରି ଜୋରଦାର। ଶଙ୍ଖ ଭବନରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ଦଳୀୟ ବିଧାୟକମାନେ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି। ଏଥିସହ ବିରୋଧୀ ଦଳ ଉପନେତା ଭାବେ ବରିଷ୍ଠ ନେତା ଶ୍ରୀ
- ଜନନେତା ସେ ଜନନାୟକ, କୋଟି ଓଡ଼ିଆଙ୍କ ହୃଦୟର ସେ ସ୍ପନ୍ଦନ। ସଭିଙ୍କ ପ୍ରିୟ ସଭାପତି ଶ୍ରୀ @Naveen_Odisha ଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ। ତାଙ୍କ ବଳିଷ୍ଠ ନେତୃତ୍ୱରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ନେଇଛୁ ସେବାର ଦୃଢ଼ ସଙ୍କଳ୍ପ। #HBDNaveenPatnaik
- ବିଜୁ ଜନତା ଦଳର ବୈଠକରେ ସାମିଲ ହୋଇ ସଭାପତି ଶ୍ରୀ @Naveen_Odisha ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ସେବା ପାଇଁ ସଂକଳ୍ପକୁ ଆହୁରି ଦୃଢ଼ କରି ଆଗକୁ ବଢ଼ିବାକୁ ସଭାପତି ଆହ୍ୱାନ କରିଛନ୍ତି। #Odisha
- ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ (@Naveen_Odisha) ଡିହାଇଡ୍ରେସନ୍ କାରଣରୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲପାଇବା ତାଙ୍କ ସହ ରହିଛି, ଖୁବଶୀଘ୍ର ସେ ହସ୍ପିଟାଲରୁ
- ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ। ବିଜୁ ଜନତା ଦଳ ବିରୋଧୀ ଦଳ ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ କଳାପ ଉପରେ ତୀକ୍ଷ୍ଣ ନଜର ରଖିବ। ଏଥିପାଇଁ ବିରୋଧୀ ଦଳ ନେତା ଶ୍ରୀ @Naveen_Odisha ବିଜୁ ଜନତା ଦଳର ୫୦ ଜଣ ନିର୍ବାଚିତ ସଦସ୍ୟଙ୍କୁ ନିମ୍ନ ସୂଚୀ ଅନୁଯାୟୀ ଦାୟିତ୍ୱ ପ୍ରଦାନ କରିଛନ୍ତି।

















